ଭୁବନେଶ୍ୱର,୨୧/୯ : ହୀରାକୁଦ ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବାବେଳେ ଏବେ ଜଳସ୍ତର ୬୩୦ଫୁଟ ପୁରିଛି। ନିର୍ଦ୍ଧାରିତ ୧୦ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି। ବର୍ତ୍ତମାନ ହୀରାକୁଦର ସବୁ ଗେଟ ବନ୍ଦ […]
Month: September 2024
ଭରତପୁର ଥାନା ଘଟଣା : ଉଦ୍ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି
ଭୁବନେଶ୍ୱର,୨୧/୯ : ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ସବୁଆଡୁ ପୋଲିସକୁ ନିନ୍ଦା କରାଯାଉଥିଲା ବେଳେ […]
ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅତିଶୀ
ନୂଆଦିଳ୍ଲୀ,୨୧/୯ : ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ବିରିଷ୍ଠ ନେତ୍ରୀ ଅତିଶୀ । ୫ ଜଣ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ […]
ଖଳନାୟକ କାହ୍ନାଙ୍କ ନାଁରେ ମାମଲା
ଭୁବନେଶ୍ବର, ୨୦/୯ : କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ଘୋଡ଼ାଇ ରଖିଛନ୍ତି। ହେଲେ ତାଙ୍କୁ ଆଜି ଅସମ୍ମାନିତ କରାଯାଇଛି। ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର […]
ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ
କେନ୍ଦୁଝର,୧୯/୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କଲା ପରେ […]
ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି…
ରାଞ୍ଚି,୧୯/୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା ଜିଲାର ମେରାଲରେ ଏକ ସାଧାରଣ ସଭାରେ ସମ୍ବୋଧିତ […]
ମେଜରଙ୍କ ବାନ୍ଧବୀ ବଖାଣିଲେ ଥାନାରେ ଦିଆଯାଇଥିବା ନିର୍ଯାତନାର କଥା
ଭୁବନେଶ୍ବର,୧୯/୯ : କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ । ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍ଙ୍କ […]
ସେପ୍ଟେମ୍ବର ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର, ୧୯/୯ : ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ […]
ବାର୍ଡ଼ ଫ୍ଲୁ ନେଇ କିଏ ଛାନିଆ କରୁଛି ?
ଭୁବନେଶ୍ୱର,୧୯/୯ : ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାର କେତେକ ସା୍ଥନରେ କକୁ ଡୁ।ଙ୍କୁ ବାର୍ଡ଼ ଫ୍ଲୁ ହୋଇଥିବା ସାମ୍ନାକୁ ଆସିଥିବାବେଳେ ସମଗ୍ର ଉପକୂଳ ବେି ଶଷକରି କକୁ ଡୁ।ମାଂସ ଓ ଅଣ୍ଡାର […]
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ; ବାଲିଆପାଳ ଓ ଭୋଗରାଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ
ଭୁବନେଶ୍ୱର,୧୮/୯ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ବର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ […]