ଭୁବନେଶ୍ୱର, ୭/୧୦ : ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | […]
Month: October 2024
କେନ୍ଦ୍ରକୁ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନୂଆଦିଲ୍ଲୀ, ୧୦/୭ : ଆଜି ଦିଲ୍ଲୀରେ ବସିଥିଲା ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ବୈଠକରେ ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ […]
ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର
ଷ୍ଟକଲାଣ୍ଡ,୭/୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। […]
ଚେନ୍ନାଇରେ ବାୟୁସେନା ସୋ ବେଳେ ଅଘଟଣ, ଅଂଶୁଘାତ ଓ ଦଳାଚକଟା ଯୋଗୁଁ ୫ ମୃତ, ୨୫୦ ଆହତ
ଚେନ୍ନାଇ, ୬ /୧0 : ରବିବାର ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ’ ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ […]
ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ
ନୂଆଦିଲ୍ଲୀ, ୫/୧୦ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ […]
ଅକ୍ଟୋବର ୭ ଓ ୧୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି
ଭୁବନେଶ୍ବର, ୫/୧୦ : ଚଳିତ ଅକ୍ଟୋବର ୭ ଓ ୧୪ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ସେହିଦିନ […]
ସିନେ ସମୀକ୍ଷକମାନଙ୍କୁ ଖାତିର କରୁନାହାନ୍ତି ସ୍ୱରାଜ ବାରିକ…
ଭୁବନେଶ୍ୱର, ୫/ ୧0 : ଓଡ଼ିଆ ସିନେମାରେ କେବେ ଠୁ କପି ବନ୍ଦ ହୋଇଗଲାଣି l ଯେଉଁମାନେ ସମୀକ୍ଷା କରୁଛନ୍ତି ସେମାନଂକୁ ମୁଁ ସମୀକ୍ଷକ ଭାବେ ଦେଖେ ନାହିଁ… (ସ୍ୱରାଜ) ସ୍ୱରାଜ ବାବୁ ଆପଣଙ୍କର […]
ରାଜନୀତି ମୈଦାନରୁ ସନ୍ନ୍ୟାସ ନେଇ ଗଲେ କି ବର୍ଷା ପ୍ରିୟଦର୍ଶିନୀ !
ଭୁବନେଶ୍ବର, ୪/୧୦ : ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଏବେ ବର୍ଷା ଶାନ୍ତ । ଆପଣ ଭାବୁଛନ୍ତି କି ଆକାଷରୁ ଯେଉଁ ବର୍ଷା ପଡ଼େ । ଆଜ୍ଞା ନାହିଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କଥା କହୁଛୁ […]
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ
ଭୁବନେଶ୍ୱର , ୪/୧୦ : ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରେ […]
କ୍ଲାଉଡିଆ ହେଲେ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି
ନୂଆଦିଲ୍ଲୀ,୩/୧୦: ଆମେରିକୀୟ ମହାଦେଶର ଏକ ଦେଶ ମେକ୍ସିକୋ ଏବେ ଜଣେ ନୂଆ ରାଷ୍ଟ୍ରପତି ପାଇଛି। ରାଜଧାନୀ ମେକ୍ସିକୋ ସିଟିରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ କ୍ଲାଉଡିଆ ଶେନବାମ ପାରଡୋ ଶପଥ ଗ୍ରହଣ କରିଥିଲେ। […]