ସାରା ଦେଶକୁ ସ୍ତବ୍ଧ କରିଛି ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ହଷ୍ଟେଲରୁ ବାହାରକୁ ଯାଇଥିବା ବେଳେ ଅମାନୁଷିକକାଣ୍ଡ ଘଟାଇଥିଲେ ନରପିଶାଚମାନେ । ଶୁକ୍ରବାର ରାତିରେ ଛାତ୍ରୀଜଣକ ତାଙ୍କ ଜଣେ ପୁରୁଷ […]
Category: ଭାରତ
ବିବାହ ବନ୍ଧନରେ ବାନ୍ଧି ହେଲେ ୬୦ବର୍ଷୀୟ ବିଜେପି ନେତା ଦିଲୀପ ଘୋଷ
ନୂଆଦିଲ୍ଲୀ,୧୮/୪ : ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷ ଶୁକ୍ରବାର ଅର୍ଥାତ୍ ବିବାହ କରିଛନ୍ତି । ଦିଲୀପ ଘୋଷ ୬୦ବର୍ଷ ବୟସରେ ଦଳର ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଥିବା ଜଣାପଡ଼ିଛି ।ସୂଚନା […]
ଓଡ଼ିଶାରେ କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବେ ଦିଲ୍ଲୀ ବାଚସ୍ପତି
ନୂଆଦିଲ୍ଲୀ, ୧୪/୪ : ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦର ଗୁପ୍ତା ଜାତୀୟ ଇ-ବିଧାନ ଆବେଦନ (NeVA)ର ସଫଳ କାର୍ଯ୍ୟାନ୍ୱୟନରୁ ଶିଖିବା ପାଇଁ ଭୁବନେଶ୍ୱର ଗସ୍ତ କରିବେ। ଓଡ଼ିଶା ବିଧାନସଭାକୁ କାଗଜବିହୀନ ବିଧାନସଭା ପ୍ରକ୍ରିୟା ଗ୍ରହଣ […]
ମାୟାବତୀଙ୍କୁ କ୍ଷମା ମାଗିଲେ ପୁତୁରା ଆକାଶ ଆନନ୍ଦ
ଲକ୍ଷ୍ନୌ,୧୩/୪ : ବିଏସପି ସୁପ୍ରିମୋ ମାୟାବତୀଙ୍କ ପୁତୁରା ତଥା ବିଏସପିର ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦ ସୋସିଆଲ ମିଡ଼ିଆରେ ଏକ ଲମ୍ବା ପୋଷ୍ଟ କରି ମାୟାବତୀଙ୍କୁ ତାଙ୍କର ଭୁଲ ପାଇଁ କ୍ଷମା କରିବାକୁ […]
କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍
ନୂଆଦିଲ୍ଲୀ,୧୨/୪ : କାମ କରୁନି ୟୁପିଆଇ। ଶନିବାର ସକାଳେ ଭାରତରେ ୟୁପିଆଇ କାମ କରୁ ନ ଥିବା ଜଣାପଡ଼ିଛି । ଏହି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକେ ଅନ୍ଲାଇନ୍ରେ ଟଣା ନେଣଦେଣ କରି […]
ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି
ନୂଆଦିଲ୍ଲୀ,୧୧/୪ : ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ । ତାମିଲନାଡୁର ଶାସକ ଦଳକୁ ହରାଇବା ପାଇଁ ନୂଆ ଗୋଟି ଚାଲନା କରିଛି ବିଜେପି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁର ଆଞ୍ଚଳିକ ଦଳ […]
ୱାକଫ ଆଇନକୁ ନେଇ ହିଂସା ମଧ୍ୟରେ ଏକତାର କଥା କହିଲେ ଦିଦି
କୋଲକାତା,୯/୪ : ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ମୁସଲିମମାନଙ୍କର ସମ୍ପତ୍ତିର ସୁରକ୍ଷା ନିଶ୍ଚିତ ଭାବେ କରିବେ […]
କାଲି ପୱନ ହଂସରେ ହେବ ‘ଭାରତ କୁମାର’ଙ୍କ ଅନ୍ତିମ ସଂସ୍କାର
ମୁମ୍ବାଇ,୪/୪ : ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାରଙ୍କ ଶେଷକୃତ୍ୟ ଆସନ୍ତାକାଲି କରାଯିବ । ମନୋଜ କୁମାରଙ୍କ ବିୟୋଗ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୁରଣୀୟ କ୍ଷତି । ମୁମ୍ବାଇରେ ମନୋଜଙ୍କ ଶେଷକୃତ୍ୟ […]
ଆଗକୁ ସପ୍ତାହକୁ ଦୁଇଦିନ କାମ କରିବେ କର୍ମଚାରୀ : ବିଲ ଗେଟ୍ସ
ନୂଆଦିଲ୍ଲୀ, ୨/୪ : କର୍ମଚାରୀମାନେ ସପ୍ତାହକୁ ଦୁଇଦିନ କାମ କରିବା ସପକ୍ଷରେ ଅନେକ ଉଦ୍ୟାଗପତି ଓ ବ୍ୟବସାୟୀମାନେ କହିଥାନ୍ତି । ତେବେ ଏହା ମଧ୍ୟରେ ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ବିଲ ଗେଟ୍ସକୁ ଏକ ବଡ଼ […]
୧୭ ବର୍ଷ ତଳର ଟଙ୍କା ଜବତ ଘଟଣାରେ ଜଷ୍ଟିସ ନିର୍ମଳ ଯାଦବଙ୍କୁ ଆଶ୍ବସ୍ତି
ନୂଆଦିଲ୍ଲୀ,୩୦/୩ : ୧୭ ବର୍ଷ ତଳର ଟଙ୍କା ଜବତ ମାମଲା । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ନିର୍ମଳ ଯାଦବଙ୍କୁ ଆଶ୍ବସ୍ତି । ଚଣ୍ଡିଗଡ଼ରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ନିର୍ମଳ […]
