ଫାଇଟରରୁ ନେଇ ଶୈତାନ , ମିଷ୍ଟର ଆଣ୍ଡ ମିସେସ ମାହି ସମସ୍ତଙ୍କୁ ପଛରେ ପକାଇଲା, ଆଡଭାନ୍ସ ବୁକିଂରେ କଲା ଏହି ରେକର୍ଡ଼

ନୂଆଦିଲ୍ଲୀ,୩୧/୫ : ଶ୍ରୀକାନ୍ତ ପରେ ରାଜକୁମାର ରାଓ ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଆଗାମୀ ଫିଲ୍ମ ମିଷ୍ଟର ଆଣ୍ଡ ମିସେସ ମାହି ଅଟେ । ଯାହା ଚଳିତ ଶୁକ୍ରବାର […]

ଦିନକ ପରେ ଭୋଟ୍ : ୪୨ ଆସନ ଉପରେ ନଜର

ଭୁବନେଶ୍ବର,୩୧/୫ : ଚଳିତ ସାଧାରଣ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ […]

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ, ୩୧/୫ : ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଗୁରୁବାର ପ୍ରଚାର ଶେଷ ହେବା ପରେ ଶୁକ୍ରବାର ବୁଥ୍‌‌ ମୁହାଁ ହେଉଛନ୍ତି ପୁଲିଂ କର୍ମଚାରୀ। ଦେଶରେ ୮ଟି ରାଜ୍ୟର ୫୭ଆସନରେ […]

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର, ୩0/୫ : ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର […]

ଜୁନ ୩ରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର, ୩0/୫ :ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ(+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୩ରୁ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) […]

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର, ୨୯/୫ : ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଜୋରଦାର ହୋଇଛି କ୍ୟାମ୍ପେନ୍। ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ […]

ବାଇକ୍ ଲୁଟେରା ଗିରଫ, ଚୋରି ବାଇକ୍ ଜବତ

ଭୁବନେଶ୍ବର,୨୮/୫ : ଭରତପୁର ଥାନା ପୁଲିସ ଏକ ବାଇକ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି । ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନା ଅନ୍ତର୍ଗତ ନାରାୟଣ ଦାସଙ୍କ ପୁଅ ସୋମ୍ୟରଞ୍ଜନ (୨୬) […]

ଓଡ଼ିଶାରେ ସରକାର ଗଢିବ ବିଜେପି : ଶାହଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର ,୨୮/୫: ୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ବିଜେପି ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା […]

ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮/୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦେଇଥିବା […]

ଇଭିଏମ୍‌‌ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ-ଅପରାଜିତା

ଭୁବନେଶ୍ୱର, ୨୮/୫ : ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କେଉଁ ପରିସ୍ଥିତିରେ […]