ଭୁବନେଶ୍ବର, ୫/୧୦ : ଚଳିତ ଅକ୍ଟୋବର ୭ ଓ ୧୪ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ସେହିଦିନ ଶୁଣାଣି ବନ୍ଦ ରହିବ। ଅକ୍ଟୋବର ୧୪ ତାରିଖ ଦିନ ଦୁର୍ଗାପୂଜା ଭସାଣି ହେତୁ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Related Posts
ରାଜ୍ୟରେ ‘ଇ-କେୱାଇସି’ ଯନ୍ତ୍ରଣା ; ରାତିରୁ ଧାଡ଼ି ଲଗାଉଛନ୍ତି ମହିଳା
- satakhabar
- September 5, 2024
- 0
ଭୁବନେଶ୍ବର, ୯/୫ : ରାଜ୍ୟରେ ‘ସୁଭଦ୍ରା’ ଯୋଜନା ଆଣି ଦେଇଛି ପୁଣି ଥରେ ଯନ୍ତ୍ରଣା । ରାତିରୁ ଧାଡ଼ି ଲଗାଉଛନ୍ତି ମହିଳା । ଯୋଜନାର ସୁଫଳଠାରୁ ବଳିଯାଉଛି ‘ଇ-କେୱାଇସି’ ଯନ୍ତ୍ରଣା । ନୋଟ୍ବନ୍ଦୀ ସମୟରେ […]
ବିଜେଡି ରାସ୍ତାରେ ବିଜେପି ; କପି-ପେଷ୍ଟରେ ଚାଲିଛି ସରକାର
- satakhabar
- September 6, 2024
- 0
ଭୁବନେଶ୍ବର,୬/୯ : ବିଜେଡି ଦୀର୍ଘ ୨୪ବର୍ଷ କାଳ ଲୋକଙ୍କୁ ମାଗଣା ବାଣ୍ଟି କ୍ଷମତାରେ ରହିବାକୁ ଶାସନର ଏକ ନୀତି କରିଥିବାବେଳେ ଏବେ ବିଜେପି ସେହି ରାସ୍ତାରେ ଚାଲିଛି । ବିଜେଡି ସରକାର କ୍ଷମତାରେ ତିଷ୍ଠି […]
ବାଇକ୍ ଲୁଟେରା ଗିରଫ, ଚୋରି ବାଇକ୍ ଜବତ
- satakhabar
- May 28, 2024
- 0
ଭୁବନେଶ୍ବର,୨୮/୫ : ଭରତପୁର ଥାନା ପୁଲିସ ଏକ ବାଇକ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି । ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନା ଅନ୍ତର୍ଗତ ନାରାୟଣ ଦାସଙ୍କ ପୁଅ ସୋମ୍ୟରଞ୍ଜନ (୨୬) […]