ବିଜେଡି ପାଇଁ ଯାଇଚି ରାଜେନ୍ଦ୍ର ଢୋଲକିଆଙ୍କ ଜୀବନ !

ଜୟ ଢୋଲକିଆଙ୍କ ପାଇଁ ଆଗକୁ ଆସିଲେ ତାଙ୍କ ମା। ନବୀନଙ୍କ ଆକ୍ଷେପର ଜବାବ ରଖିଲେ । ରାଜେନ୍ଦ୍ରଙ୍କ ମୃତ୍ୟୁ ପାଇଁ ସେ ବିଜେଡିକୁ ଦାୟୀ କରିଛନ୍ତି । ବିଜେଡି ସୁପ୍ରିମୋ ନୂଆପଡାରେ ପ୍ରଚାର ପାଇଁ […]

କାଲି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ପାଖେଇ ଆସିଲାଣି ନୂଆପଡ଼ା ଭୋଟ୍ ତାରିଖ । ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀ ଜୟ […]

ଗିରଫ ହେବେ ପ୍ରଣବ ପ୍ରକାଶ ଦାସ !

ନୂଆପଡ଼ାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ନାଁରେ FIR। କୋମନା ଥାନାରେ ପ୍ରଣବଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୋମନାର ଆଦିବାସୀ ଯୁବକ। କେବଳ ପ୍ରଣବ ନୁହେଁ ବରଂ ବିଜେଡି ବିଧାୟକ […]

କଂଗ୍ରେସ ଭବନରେ ରେଡ୍ !

ନୂଆପଡାରେ କଂଗ୍ରେସରେ ଲାଗିଲା କଳଙ୍କ ! ଭୋଟ ପାଇଁ କାଳେ ଟଙ୍କା ବାଣ୍ଟୁଛି କଂଗ୍ରେସ । ଏକଥା ଆମେ କହୁ ନାହୁଁ, ବରଂ ପୋଲିସ କଂଗ୍ରେସ ଭବନରେ ପଶିବା ପରେ ଏବେ ଏହାକୁ ନେଇ […]

ଆଦିବାସୀ ଭୋଟ ବଦଳାଇବ ନୂଆପଡା ବାଜି !

ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ହେଲେ […]

ମୁହାଁମୁହିଁ ହେଲେ ପ୍ରଭାତୀ-ସ୍ନେହାଙ୍ଗିନୀ !

ନୂଆପଡ଼ାରେ ଧୀରେ ଧୀରେ ବଢୁଛି ଉପନିର୍ବାଚନ ତାତି । ୩ ଦଳ ମୈଦାନକୁ ଓହ୍ଲାଇ ଜବରଦସ୍ତ ପ୍ରଚାର କରୁଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ପରସ୍ପର ବିରୋଧରେ […]

ଦୀପାବଳିରେ ଧମାକା କଲେ ସ୍ନେହାଙ୍ଗୀନୀ !

ସରିଲା ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଥିବା ବେଳେ ଶେଷ ଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନାମାଙ୍କନ ପତ୍ର […]

ସ୍ନେହାଙ୍ଗିନୀଙ୍କ ପାଇଁ ଭାଙ୍ଗୁଛି ବିଜେଡି !

ନୂଆପଡା ଉପନିର୍ବାଚନରେ ବିଜେଡିକୁ ଲାଗୁଚି ଗୋଟେ ପରେ ଗୋଟେ ଝଟକା । ପ୍ରଥମେ ଜୟ ଢୋଲକିଆ ବିଜେପିରେ ମିଶିଗଲେ। ଆଉ ଏବେ ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ଦଳରେ କନ୍ଦଳ ବଢି ବଢି ଚାଲିଛି […]

ନାଣ୍ଡୁଙ୍କୁ ନଣ୍ଡା କଲେ ପିସିସି ସଭାପତି!

ପୁଣି ବିବାଦରେ ନାଣ୍ଡୁ ବାବୁ । ହାତ ଧରିବାକୁ ଯାଇ ଭାଣ୍ଡିଆ ହେଲେ ନାଂଡୁ ବାବୁ। ନାଂଡୁଙ୍କୁ ଦେଖି କଂଗ୍ରେସ ଗେଟରେ ପଡିଲା ତାଲା । ବୁଧବାର ରାଜଧାନୀରେ ଦେଖିବାକୁ ମିଳିଥିଲା ଏଭଳି ରୋଚକ […]

ନୂଆପଡ଼ା ନେଇଯିବ କଂଗ୍ରେସଅ | ଅନେଇ ବସିଥିବେ ବିଜେପି ବିଜେଡି !

ନୂଆପଡ଼ା ରାଜନୀତିରେ ଘଡିକୋ ଛୁଟୁଛି ଘୋଡା । ଜୟ ଢୋଲକିଆ ବିଜେପିରେ ମିଶିବା ପରେ ସବୁ ଅଙ୍କ ଯେମିତି ଏପଟ ସେପଟ ହେଇଯାଇଛି। ନା ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରୁଛି ନା ବିଜେଡି […]