ପ୍ରଯୋଜକଙ୍କ ଦୁର୍ଗାପୂଜା ଭେଟି ; ଗୋଟିଏ ଫିଲ୍ମ ଦେଖିଲେ ଆଉ ଗୋଟେ ଫିଲ୍ମ ଟିକେଟ ଫ୍ରି

ଭୁବନେଶ୍ବର, ୩୦/୯ : ଲୋକଙ୍କୁ ଆତ୍କୃଷ୍ଟ କରିବାକୁ ପ୍ରଯୋଜକଙ୍କ ନୂଆ ଉପାୟ । ଗୋଟିଏ ଟିକେଟରେ ଦର୍ଶକ ମାଗଣାରେ ଦେଖିବେ ଆଉ ଏକ ସିନେମା । ଚକ୍ର ନିର୍ଦ୍ଧାରଣ କରିବ ୪ ଟି ସିନେମା […]

ଭରତପୁର ଥାନା ମାମଲା : ୫ ନିଲମ୍ବିତ ପୁଲିସ କର୍ମୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୩୦/୯ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସୋମବାର ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ […]

ଆସନ୍ତୁ ଜାଣିବା କଳା ଚଣା ଖାଇଲେ କ’ଣ ଫାଇଦା ମିଳେ

ଭୁବନେଶ୍ୱର,୩୦/୯ : କଳା ଚଣା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିପାରିବ । ଆୟୁର୍ବେଦ ଅନୁଯାୟୀ, ପ୍ରତିଦିନ ମୁଠାଏ କଳା ଚଣା ଖାଇଲେ ଆପଣ ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର […]

ବିଜେଡି କଳି ଶଙ୍ଖ ଭବନରେ ପଶିଲା

ଭୁବନେଶ୍ବର,୩୦/୯ : ଭୁବନେଶ୍ବର ପରେ ଭଦ୍ରକ ଜିଲ୍ଲାର କଳି ଶଙ୍ଖ ଭବନରେ ପହଞ୍ଚିଛି । ଶଙ୍ଖ ଭବନରେ ବିଜେଡି ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଦୁଇ ଜଣ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । […]

ଦାୟିତ୍ଵ ନେଲେ ନୂଆ ପୁଲିସ କମିଶନର

ଭୁବନେଶ୍ୱର, ୩0/୯ : ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ। ପୂର୍ବତନ ସିପି ସଞ୍ଜୀବ ପଣ୍ଡାଙ୍କ ନୂଆ କମିଶନର ସିଂହଙ୍କୁ ଦାୟିତ୍ଵ […]

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

ନୂଆଦିଲ୍ଲୀ, ୩0/୯ : ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅକ୍ଟୋବର ୮ରେ […]

A + A = ‘କର୍ମ’ : ମର୍ଡର ମିଷ୍ଟ୍ରି- ଥ୍ରୀଲର- ରୋମାନ୍ସ , ଟ୍ରେଲରକୁ ନେଇ ଫ୍ୟାନ୍ସ ଉତ୍ସାହିତ

ଭୁବନେଶ୍ବର, ୨୯/୯ : ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘କର୍ମ’ର ଟ୍ରେଲର ରିଲିଜ ହୋଇଯାଇଛି । ୟୁଟ୍ୟୁବର ଆମର ମ୍ୟୁଜିକ ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି । ଅନୁପମ- ଅନୁଭବ ଯୋଡ଼ିର ଏହି ଫିଲ୍ମ […]

ବଦଳିଲେ ବହୁ ଜିଲ୍ଲାର ଏସ୍‌ପି, ବଦଳିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ

ଭୁବନେଶ୍ୱର, ୨୯/ ୯ : ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି […]

ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୯/୯ : ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ। ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ […]

ଆଇସିୟୁରେ ହେଲା ବିବାହ

ନୂଆଦିଲ୍ଲୀ, ୨୯/୯ : ପୁଣେ ସହରର ଏକ ଡାକ୍ତରଖାନା ଆଇସିୟୁରେ ବାହାଘର ସମ୍ପନ୍ନ ହେବା ସହରରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାପାଙ୍କ ଶେଷ ଇଚ୍ଛା […]