ପ୍ରଥମ ଟେଷ୍ଟ ପୂର୍ବରୁ ବାଂଲାଦେଶ ସମ୍ପର୍କରେ ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୭/୯ : ଗୁରୁବାର ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଦୁଇ ଦଳ ଝାଳବୁହା ପରିଶ୍ରମ କରିବାରେ ଲାଗିଛନ୍ତି। […]

ଜୟ ଶାହ ହେଲେ ଆଇସିସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୭/୮ : ବିସିସିଆଇ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ଏହି ମର୍ଯ୍ୟାଦାଜନକ […]

କ୍ରିକେଟକୁ ବାଏ ବାଏ କହିଲେ ଧୱନ

ନୂଆଦିଲ୍ଲୀ,୨୪/୮ : ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ […]

କୁସ୍ତିରୁ ଭିନେଶ ଫୋଗଟ୍ ଙ୍କ ଅଲବିଦା

ନୂଆଦିଲ୍ଲୀ, ୮/୮ : କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍‌ ପଡିବା ପରେ ସେ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସନ୍ନ୍ୟାସ ନେଇଥିବା ସେ ନିଜ ଏକ୍ସ ଆକାଉଣ୍ଟ […]

ଅଲିମ୍ପିକ୍ସରେ ଇତିହାସ ରଚିଲେ ଭିନେଶ, ସ୍ୱର୍ଣ୍ଣ ପାଇଁ ଖେଳିବେ

ନୂଆଦିଲ୍ଲୀ, ୬/୮ : ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ […]

ପୁଣି ମନ ଜିଣିଲେ ମନୁ: ସରବଜୋତଙ୍କ ସହ ଜିତିଲେ କାଂସ୍ୟ

ପ୍ୟାରିସ୍‌, ୩୧/୭ : ପ୍ୟାରିସ୍ ଅଲିମ୍ପିକ୍ସ ସୁଟିଂ ରେଞ୍ଜ୍‌ରେ ମନୁଙ୍କ ମିରାକଲ୍ ଜାରି ରହିଛି। ଐତିହାସିକ ତଥା ପରାକ୍ରମୀ ପ୍ରଦର୍ଶନ ସହ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତା ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି […]

ଅମ୍ବାଲାରୁ ଅଲିମ୍ପିକ୍ସ ପୋଡିୟମ୍‌

ପ୍ୟାରିସ୍, ୩୧/୭ : ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ବର୍ଗରେ ମନୁ ଭାକରଙ୍କ ସହ ଭାରତକୁ କାଂସ୍ୟ ପଦକ ଉପହାର ଦେଇଥିବା ସରବଜୋତ ସିଂହ ନାଟକୀୟ ଢଙ୍ଗରେ ଜିରୋରୁ ହିରୋ ପାଲଟିଛନ୍ତି। ଶନିବାର […]

ଅଭିନବ ବିନ୍ଦ୍ରାଙ୍କୁ ଆଇଓସି ଦେବ ‘ଅଲିମ୍ପିକ ଅର୍ଡର’ ସମ୍ମାନ

ନୂଆଦିଲ୍ଲୀ,୨୩/୭ : ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି) ପକ୍ଷରୁ ସର୍ବୋଚ୍ଚ ସମ୍ମାନ ’ଅଲିମ୍ପିକ ଅର୍ଡର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅଲିମ୍ପିକ୍ସ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ […]

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର କ୍ୟାପଟେନ୍‌

ନୂଆଦିଲ୍ଲୀ, ୧୮/୭ : ଗୁରୁବାର ସନ୍ଧ୍ୟାରେ ଶ୍ରୀଲଙ୍କା ଗ୍ରସ୍ତ ପାଇଁ ବିସିସିଆଇ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି । ରୋହିତ ଟି-୨୦ ରୁ ଅବସର ନେବା ପରେ ଅଧିନାୟକତ୍ୱ ଉପରେ […]

ଟି-ଟ୍ୱେଣ୍ଟିରୁ ଅବସର ନେଲେ ରୋହିତ ଓ ବିରାଟ

ନୂଆଦିଲ୍ଲୀ,୩୦/୬ : ୨୦୨୪ ଟି-୨୦ବିଶ୍ବକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି । ତେବେ ଏହା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ […]