ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ସସପେନ୍ସ ଜାରି

ନୂଆଦିଲ୍ଲୀ ,୯/୯ : ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି । ସୋମବାର ଏଏପିର ହରିୟାଣା ୟୁନିଟ ମୁଖ୍ୟ ସୁଶୀଲ […]

ନଭେମ୍ବର ୧୫ ସୁଦ୍ଧା ସିସିଟିଭି ନ ଲଗାଇଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର ମାନ୍ୟତା

ଭୁବନେଶ୍ବର, ୯/୯ : ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା […]

ବିଜେଡି ରାସ୍ତାରେ ବିଜେପି ; କପି-ପେଷ୍ଟରେ ଚାଲିଛି ସରକାର

ଭୁବନେଶ୍ବର,୬/୯ : ବିଜେଡି ଦୀର୍ଘ ୨୪ବର୍ଷ କାଳ ଲୋକଙ୍କୁ ମାଗଣା ବାଣ୍ଟି କ୍ଷମତାରେ ରହିବାକୁ ଶାସନର ଏକ ନୀତି କରିଥିବାବେଳେ ଏବେ ବିଜେପି ସେହି ରାସ୍ତାରେ ଚାଲିଛି । ବିଜେଡି ସରକାର କ୍ଷମତାରେ ତିଷ୍ଠି […]

କେନିଆରେ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ

ନୂଆଦିଲ୍ଲୀ, ୬/୯ : କେନ୍ଦ୍ରୀୟ କେନିଆର ଏକ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଶୋଇଥିବା ଅବସ୍ଥାରେ ୧୭ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣ ଆହତ ହୋଇଛନ୍ତି। ନିଆରୀ […]

କଂଗ୍ରେସରେ ଯୋଗଦେଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ, ୬/୯ : ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା […]

ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୫/୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା […]

ରାଜ୍ୟରେ ‘ଇ-କେୱାଇସି’ ଯନ୍ତ୍ରଣା ; ରାତିରୁ ଧାଡ଼ି ଲଗାଉଛନ୍ତି ମହିଳା

ଭୁବନେଶ୍ବର, ୯/୫ : ରାଜ୍ୟରେ ‘ସୁଭଦ୍ରା’ ଯୋଜନା ଆଣି ଦେଇଛି ପୁଣି ଥରେ ଯନ୍ତ୍ରଣା । ରାତିରୁ ଧାଡ଼ି ଲଗାଉଛନ୍ତି ମହିଳା । ଯୋଜନାର ସୁଫଳଠାରୁ ବଳିଯାଉଛି ‘ଇ-କେୱାଇସି’ ଯନ୍ତ୍ରଣା । ନୋଟ୍‌ବନ୍ଦୀ ସମୟରେ […]

କେଜ୍‌ରିଓ୍ବାଲ୍‌ ସମାଜ ପାଇଁ ବିପଦ ନୁହେଁ

ନୂଆଦିଲ୍ଲୀ,୫/୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍‌ରିୱାଲ ତାଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ […]

୯ରେ ସମସ୍ତ ବିଦ୍ୟାଳୟ ଛୁଟି

ଭୁବନେଶ୍ବର, ୫/୯ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ୯ ତାରିଖ (ସୋମବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ […]

ତେଜୁଛି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ , ସପକ୍ଷ ଓ ବିପକ୍ଷ ଦୁଇ ଗୋଷ୍ଠୀରେ ବିଭାଜନ

ଭୁବନେଶ୍ବର, ୪/୯ : ତୀବ୍ର ହେଉଛି ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସାର ନାଁ ପରିବର୍ତ୍ତନ ବୟାନ ପରେ ତେଜୁଛି ରେଭେନ୍ସା ରାଜନୀତି । ଓଡ଼ିଆ ଅସ୍ମିତା […]