ଏଡସ୍ ବିଷୟରେ ଜାଣନ୍ତୁ ଏବଂ ସଚେତନ ହୁଅନ୍ତୁ : ମୀରା ପରିଡ଼ା

ଭୁବନେଶ୍ୱର, ୩୦/୧୧ : ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ କ୍ୟାପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତିତ୍ୱ ସମ୍ୱନ୍ଧରେ ଏକ ଆଲୋଚନା […]

ନବୀନଙ୍କ ଲକି ନମ୍ବର ‘୯’ ଏବେ ପାଣ୍ଡିଆନଙ୍କ ପାଇଁ ସାଜିଛି ଲକି (୨+୭)

ଭୁବନେଶ୍ବର, ୨୮/୧୧ : ଅବସର ଥିଲା ବିବାହ ଉତ୍ସବର । ହଠାତ୍ ନଜର ଆସିଲେ ଭିକେ ପାଣ୍ଡିଆନ । ଯାହାର ଭିଡ଼ିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ସୋସିଆଲ ମିଡ଼ିଆରେ ୟୁଜର୍ସ […]

ଝାଡ଼ଖଣ୍ଡକୁ ମିଳିଲା ନୂଆ ସରକାର, ପୁଣି ଶପଥ ନେଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ, ୨୮/୧୧ : ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ […]

୫୦ଦିନରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ “କର୍ମ”

ଭୁବନେଶ୍ବର, ୨୭/୧୧ : ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ “କର୍ମ” ୫୦ ଦିନରେ ସଫଳତାର ସହ ପହଞ୍ଚି ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଇତିହାସ ସୃଷ୍ଟି କରିଛି l […]

ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୭/୧୧ : ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। […]

ସୁଜାତାଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର

ଭୁବନେଶ୍ବର, ୨୬/୧୧ : ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା […]

ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କଠାରୁ ୧୯ଲକ୍ଷ ୮୪ହଜାର ଟଙ୍କା ଠକେଇ, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ,୨୬/୧୧ : ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ […]

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ଟ୍ରୋଲ୍, ଦଳ ଭିତରୁ ନା ଦଳ ବାହାରୁ ?…

ଭୁବନେଶ୍ବର,୨୬/୧୧ : ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଢିଛି । ଦୀର୍ଘ ୨୪ବର୍ଷର ସରକାରକୁ ଶାସନ ଗାଦିରୁ ହଟାଇ ଶାସକ ଚୌକିରେ ବସିଛି ବିଜେପି । ନବୀନଙ୍କ ପରେ ଓଡ଼ିଶାର […]

ଗୁଗୁଲ୍‌ ମ୍ୟାପ୍‌ ଦେଖି ପୋଲ ତଳକୁ ଖସିଲା ଗାଡ଼ି, ୩ ମୃତ

ନୂଆଦିଲ୍ଲୀ, ୨୫/୧୧ : ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଗୁଲ୍‌ ମ୍ୟାପ୍‌କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍‌ […]

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫/୧୧ : ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। […]