ପାଣ୍ଡିଆନଙ୍କ ହାତରେ ରହିଛି କି ନବୀନଙ୍କ ଚାବୁକ ?

ଭୁବନେଶ୍ବର, ୩୦/୧ : ୨୪ବର୍ଷର ଶାସନ ନିମିଷକେ ଶେଷ ହୋଇଗଲା । ଶାସକରୁ ବିରୋଧି ଦଳ ବିଜେଡି । ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ମାତ୍ର ନିର୍ବାଚନର କିଛି […]

ଜାନୁଆରୀ ୩୧ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପରେ ମୟୁରଭଞ୍ଜ ଉତ୍ସବ

ଭୁବନେଶ୍ବର, ୩0/୧ : ଆଗାମୀ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଐତିହାସିକ ମୟୁରଭଞ୍ଜ ଉତ୍ସବ ସ୍ଥାନୀୟ ମୟୁରଭଞ୍ଜ ସାଂସ୍କୃତିକ ସଂସଦ ଦ୍ୱାରା […]

କଂଗ୍ରେସ କେବେ ବାଛିବ ମଙ୍ଗୁଆଳ ?

ଭୁବନେଶ୍ବର, ୨୯/୧ : ୭ ମାସ ବିତିଗଲାଣି । ମଙ୍ଗୁଆଳଙ୍କ ନାଁରେ ମୋହର ବାଜିପାରୁନି। କଂଗ୍ରେସର ଲବି ପଲିଟିକ୍ସ ସଭାପତି ଚୟନକୁ ବିଳମ୍ବିତ କରୁଥିବାବେଳେ ତୃଣମୂଳସ୍ତରରେ କର୍ମୀ ନିରାଶ ହୋଇ କଂଗ୍ରେସର ହାତ ଛାଡୁଛନ୍ତି। […]

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ମୃତ୍ୟୁ

ଅନୁଗୋଳ,୨୬/୧ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍‌ଣରେ OSRTC ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍‌ର ଜଣେ […]

ରାଜ୍ୟପାଳଙ୍କୁ ଭେଟିଛନ୍ତି ଫିଲ୍ମ “ରଙ୍ଗଶୁର”ର ଟିମ୍

ଭୁବନେଶ୍ବର, ୨୪/୧ : ଓଡ଼ିଆ ସିନେମା “ରଙ୍ଗଶୁର”ର ଟିମ୍ ଶୁକ୍ରବାର ରାଜ୍ୟର ନବ ନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି । ଆମ ଓଡ଼ିଶା ମାଟିର ଏକ ପାରମ୍ପରିକ ଲୋକନୃତ୍ୟ “ବାଘ ନାଚ” […]

ମଣିପୁର ମାଟିରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୂତାର

ମୋଇରଙ୍ଗ, ୨୩/୧ : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ମଣିପୁରର ମୋଇରଙ୍ଗଠାରେ ନେତାଜୀଙ୍କ […]

ମଣିପୁରରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବେ ଓଡ଼ିଆ ପୁଅ ସତ୍ୟ ସୂତାର

ମୋଇରଙ୍ଗ:୨୨/୧ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ମଣିପୁରର ମୋଇରଙ୍ଗଠାରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଓଡ଼ିଆ ପୁଅ ସତ୍ୟ ସୂତାର। ଏହା […]

୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍

ମୁମ୍ବାଇ, ୨୧/୧ : ମେଡ଼ିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାର ଲୋକଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ […]

କଡ଼ ଲେଉଟାଉଛି କି ରାଜ୍ଯ କଂଗ୍ରେସ ରାଜନୀତି ?

ଭୁବନେଶ୍ବର, ୨୧/୧ : ନିର୍ବାଚନ ପରେ ଖାଲି ପଡ଼ିଛି ମୁଖିଆ ପଦବୀ । କେବେ ସୁଧୁରିବ କଂଗ୍ରେସ ସ୍ଥିତି । ଯେତିକି ଦିନ ଗଡ଼ୁଛି କିଏ ହେବ ମୁଖିଆ ତାକୁ ନେଇ ଚାଲିଛି ସସପେନ୍ସ। […]

ସହରାଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯/୧ : ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ […]