ଓଡିଶାରେ ଆରମ୍ଭ ହେଲା ମୋହନ ଯୁଗ

ଭୁବନେଶ୍ୱର: ୨୪ ବର୍ଷର ନବୀନ ପଟ୍ଟନାୟକ ଯୁଗ ଶେଷ ହେଲା। ଆରମ୍ଭ ହେଲା ମୋହନ ମାଝୀ ଯୁଗ। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ […]

ନବୀନଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୬ : ନବୀନ ନିବାସରେ ବୁଧବାର ପହଞ୍ଚିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନଙ୍କୁ ଭେଟିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ନବୀନଙ୍କୁ ନିମନ୍ତ୍ରଣ […]

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ପ୍ରଭାତି ଓ କନକ ବର୍ଦ୍ଧନ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହେଲା । […]

ନବୀନ ପଟ୍ଟନାୟକ : ଦୁଇ ଦଶନ୍ଧିର ରାଜନୈତିକ ଜୀବନ, ପ୍ୟାରୀ- ପାଣ୍ଡିଆନ

ଭୁବନେଶ୍ବର, ୧୧/୬ : ନବୀନଙ୍କ ରେକର୍ଡ଼ ଟ୍ରାକରେ ଲାଗିଲା ବ୍ରେକ୍ । ୨୪ବର୍ଷର ଶାସନର ଘଟିଲା ଅନ୍ତ । ଚଳିତ ସାଧରଣ ନିର୍ବାଚନରେ ବିଜେଡିକୁ ୫୧, ବିଜେପିକୁ ୭୮, କଂଗ୍ରେସକୁ ୧୪, ଅନ୍ୟଦଳକୁ ୪ […]

ଜୁନ ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର,୧୧/୬ : ଆସନ୍ତା ଜୁନ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ୨୦୨୦ କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଯାହା ପରେ ସରକାରଙ୍କ […]

MCA ଅଧ୍ୟକ୍ଷ ଅମୋଲ କାଲେଙ୍କ ପରଲୋକ

ନୂଆଦିଲ୍ଲୀ,୧୧/୬ : ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି । ମାତ୍ର ମ୍ୟାଚର କିଛି ସମୟ ପରେ କ୍ରିକେଟ ଜଗତର ଜଣେ ସଦସ୍ୟଙ୍କୁ ହରାଇଛି ଭାରତ । […]

ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ରେକର୍ଡ

ନୂଆଦିଲ୍ଲୀ,୧୧/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତୃତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବା ସହ ନିଜ ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ସେ ପୁଣି ଥରେ ନିର୍ମଳା ସୀତାରମଣଙ୍କ […]

ଓଡିଶାରେ ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ, ଆସନ୍ତାକାଲି ନେବେ ଶପଥ

ଭୁବନେଶ୍ବର,୧୧/୬ : ଓଡିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରାୟ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିବାକୁ ଯାଉଛି । ମଙ୍ଗଳବାର ବସୁଛି ବିଜେପି ବିଧାୟକ ଦଳ […]

ଶପଥ ଗ୍ରହଣ ସମାରୋହ ଦିନ ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ ଅଫିସ

ଭୁବନେଶ୍ୱର,୧୦/୬ : ଆସନ୍ତା ବୁଧବାର ତଥା ଜୁନ୍ ୧୨ତାରିଖ ଅପରାହ୍ନ ୪ଟା ୪୫ରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପୂର୍ବରୁ ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର […]