ଜେଲ୍‌ରେ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ ଆବେଦନ କଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ ରହିଛନ୍ତି। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍‌ରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ ବୋଲି ଆପ୍‌ ଅଭିଯୋଗ କରିବା ପରେ ସେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରି ତାଙ୍କୁ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ କହିଛନ୍ତି। ସେ କରିଥିବା ଆବେଦନର ଶୁଣାଣି ଆଜି ଅପରାହ୍ନ ୨ଟା ସମୟରେ ହେବ।

Leave a Reply

Your email address will not be published. Required fields are marked *