ଷ୍ଟ୍ରିଟ୍ କ୍ରାଇମ୍ ଉପରେ ନଜର ରଖିବ କମିଶନରେଟ ପୋଲିସ

ଭୁବନେଶ୍ବର,୨୬/୬ : “ବସ୍ତିକୁଚାଲ” କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ଵାବଧାନରେ ଏସିପି ଅମିତାଭ ମହାପାତ୍ରଙ୍କ ଉପସ୍ଥିତରେ ବସ୍ତିମିତ୍ର ଏବଂ ନୋଡାଲ ଅଫିସରଙ୍କ ସହ ଭୁବନେଶ୍ବର ଡିସିପି ଅଫିସରେ […]

ଅନୁପମ ପଟ୍ଟନାୟକଙ୍କ ଆଗାମୀ ଫିଲ୍ମ “କର୍ମ”ର ଶୁଭ ମହୁରତ, ପ୍ରଥମ ଥର ଅନୁପମଙ୍କ ଫିଲ୍ମରେ ଅନୁଭବ

ଭୁବନେଶ୍ବର,୨୬/୬ : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “କର୍ମ”ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ବୁଧବାର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ […]

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୨୬/୬ : ଆସନ୍ତା ୬ ତାରିଖରେ ୪ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି । ୬ […]

ବନ୍ଦ ରହିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ,୨୫/୬ : ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମୟ କମ୍‌ ଥିବାରୁ […]

ନୂଆ ଚଳଚ୍ଚିତ୍ର “କାନତରାଟି” ର ଟାଇଟେଲ ଘୋଷଣା

ଭୁବନେଶ୍ୱର, ୨୫/୬ : ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର – “କାନତରାଟି” ‘ଦ କଣ୍ଟ୍ରାକ୍ଟର’ ର ଟାଇଟିଲ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ ଘୋଷଣା ହୋଇଯାଇଛି […]

ସାଂସଦ ଭାବେ ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଓଡ଼ିଆରେ ଶପଥ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଥମେ ସାଂସଦ ଭାବେ ଶପଥ […]

ରୁଙ୍ଗଟା କାରଖାନାରେ ଅଘଟଣ; ଲୁହା ଶେଡ୍‌‌ ଭୁଶୁଡ଼ି ୨ ମୃତ, ୫ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲା ଝାଡ଼ବନ୍ଧଠାରେ ଥିବା ରୁଙ୍ଗଟା ଖଣି କାରଖାନାରେ ସୋମବାର ଅଘଟଣ ଘଟିଛି। କାରଖାନାରେ ଥିବା ଯାନ୍ତ୍ରିକ ଢାଞ୍ଚା (ମେକାନିକାଲ ଷ୍ଟ୍ରକଚର) ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ […]

୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜୀଉ

ପୁରୀ, ୨୨/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା […]

ସ୍ନାନ ବେଦୀରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ, ୨୨/୬ : ଧାଡ଼ିପହଣ୍ଡିରେ ଆସି ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଭୋର୍ ୫ଟାରୁ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ତାଙ୍କ ପଛେ ପଛେ ଭଉଣୀ ସୁଭଦ୍ରା ଓ […]

ଭାରତୀୟ ହକିର ସ୍ପନସରସିପକୁ ଆଉ ୩ ବର୍ଷ ବୃଦ୍ଧି

ଭୁବନେଶ୍ୱର, ୨୧/୬ : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ […]