ଭୁବନେଶ୍ୱର,୧୨/୯ : ଓଡ଼ିଶା ରାଜନୀତିରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଗଲେ । ୨୦୦୦ରୁ ୨୦୦୯ ବିଜେଡ଼ି-ବିଜେପି ମେଣ୍ଟ ସରକାରରେ ଏବଂ […]
Month: September 2024
ମହାରାଷ୍ଟ୍ରରେ କାହାର ସରକାର ?
ମୁମ୍ବାଇ,୧୧/୯ : ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବ । ଏହାକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବଢିବା ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା […]
ଓଲିଉଡ଼ ବିବାଦ : ଦର୍ଶକଙ୍କୁ ହଲରେ ଫିଲ୍ମଠାରୁ ଓଲିଉଡ଼ର କଳି ମନୋରଞ୍ଜନ ଦେଉଛି
ଭୁବନେଶ୍ବର, ୧୧/୯ : ଓଡ଼ିଆ ସିନେମାର ଇତହାସ ବହୁ ପୁରୁଣା। ୮୮ବର୍ଷର ସିନେମା ଶିଳ୍ପ । ହାତ ଗଣତି ଆଉ କେତେଟା ବର୍ଷ ପରେ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ଓଲିଉଡ଼ । ମାତ୍ର […]
ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ
ଭୁବନେଶ୍ବର, ୧୧/୯ : ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରସ୍ଥିତ ନକ୍ସାପାଲିଠାରେ। ମଙ୍ଗଳବାର ବିଳମ୍ବିତ ରାତିରେ […]
ରେଭେନ୍ସା ବିବାଦରେ ନବୀନଙ୍କ ଟୁଇଟ୍ , ଲେଖିଲେ – ଏହା କ’ଣ ଓଡ଼ିଆ ଅସ୍ମିତା ?
ଭୁବନେଶ୍ବର, ୧୦/୯ : ରେଭେନସା ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ବିତର୍କରେ ନିଆଁ ଲାଗିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଏକ ଟୁଇଟ୍(ଏକ୍ସ) ରାଜନୈତିକ ପାଣିପାଗକୁ ସରଗରମ କରିଛି […]
ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼, ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ
ନୂଆଦିଲ୍ଲୀ, ୧୦/୯ : ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼। ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ମହିଳା ଫ୍ଲାଇଂ ଅଧିକାରୀ ପୁଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି।ଜଣେ ୱିଙ୍ଗ କମାଣ୍ଡର […]
ଓଡ଼ିଶାରେ ଚାଲିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ, ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ
ଭୁବନେଶ୍ୱର, ୧୦/୯ : ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ […]
‘ଅପରେସନ ଲୋଟୋସ’ କବଳରେ ବିଜେଡି, ଆଗକୁ କିଏ ?
ଭୁବନେଶ୍ୱର,୧0/୯ : ଓଡିଶାରେ ଚାଲିଥିବା ‘ଅପରେସନ ଲୋଟୋସ’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେପି ଖୁଆଡକୁ ଯାଇଥିବାବେଳେ ଏହାପରେ ପୁଣି କାହା ପାଳି ସେ ନେଇ ସାଧାରଣ ଲୋକ […]
ମହାପ୍ରଭୁଙ୍କ ସୁରକ୍ଷାରେ ରହିବ ଏଆଇ
ଭୁବନେଶ୍ୱର,୯/୯ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ । ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ଖାଲି ଶ୍ରୀମନ୍ଦିର ନୁହେଁ, ଗୁଣ୍ଡିଚା […]
ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟାଜଳ: ବିଦ୍ୟୁତ ଉତ୍ପାଦନ ବନ୍ଦ
ଭୁବନେଶ୍ବର , ୯/୯ : କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଯାଇଛି ବନ୍ୟା ଜଳ। ଫଳରେ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି। ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ବିଦ୍ୟୁତ […]