ଭୁବନେଶ୍ୱର,୨୧/୭ : ଏଆଇସିସି ପକ୍ଷରୁ ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି ଭଙ୍ଗ କରାଯାଇଛି । ଏଥିସହ ପିସିସି, ଜିଲ୍ଲା ଓ ବ୍ଲକ୍ ସ୍ତରର କମିଟିର ସଭାପତିମାନେ ନୂଆ ସଭାପତି ଘୋଷଣା ନହେବା ଯାଏ କାମଚଳା ଭାବେ ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ କୁହାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ କାମଚଳା ଭାବେ ଦାୟିତ୍ୱରେ ରହିବେ । କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଅଶୋକ ଦାସ କଂଗ୍ରେସ ବିଧାୟକ ଦଳର ଉପନେତା । ସିଏସ୍ ରାଜନ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ବୋଲି ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।
Related Posts
ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ଟ୍ରୋଲ୍, ଦଳ ଭିତରୁ ନା ଦଳ ବାହାରୁ ?…
- satakhabar
- November 26, 2024
- 0
ଭୁବନେଶ୍ବର,୨୬/୧୧ : ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଢିଛି । ଦୀର୍ଘ ୨୪ବର୍ଷର ସରକାରକୁ ଶାସନ ଗାଦିରୁ ହଟାଇ ଶାସକ ଚୌକିରେ ବସିଛି ବିଜେପି । ନବୀନଙ୍କ ପରେ ଓଡ଼ିଶାର […]
ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗର କାର୍ଯ୍ୟର କଲେ ସମୀକ୍ଷା
- satakhabar
- June 14, 2024
- 0
ଭୁବନେଶ୍ବର, ୧୪/୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରମୁଖ ସଚିବ ଓ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି ।ଏହି ଅବସରରେ ଦୁଇ […]
ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ
- satakhabar
- May 4, 2024
- 0
ଭୁବନେଶ୍ୱର,୪/୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ କୋଟି […]