ଅଗ୍ନି କ୍ଷେପଣାସ୍ତ୍ରର ଜନକ ଡ. ରାମ ନାରାୟଣ ଅଗ୍ରଓ୍ବାଲଙ୍କ ପରଲୋକ

ନୂଆଦିଲ୍ଲୀ,୧୫/୮ : ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ପଦ୍ମଭୂଷଣ ଡ. ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ପରଲୋକ ଘଟିଛି। ହାଇଦ୍ରାବାଦରେ ଶ୍ରୀଅଗ୍ରୱାଲଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ଡିଆରଡିଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *