ନୂଆଦିଲ୍ଲୀ,୧୭/୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ ମଙ୍ଗଳବାର ଅପରାହ୍ନରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ସହିତ ଆତିଶୀଙ୍କ ସମେତ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବା ଲାଗି ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି ।
Related Posts
ମହାରାଷ୍ଟ୍ରରେ କାହାର ସରକାର ?
- satakhabar
- September 11, 2024
- 0
ମୁମ୍ବାଇ,୧୧/୯ : ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବ । ଏହାକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବଢିବା ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା […]
ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା
- satakhabar
- October 3, 2024
- 0
ନୂଆଦିଲ୍ଲୀ,୩/୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି […]
ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼, ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ
- satakhabar
- September 10, 2024
- 0
ନୂଆଦିଲ୍ଲୀ, ୧୦/୯ : ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼। ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ମହିଳା ଫ୍ଲାଇଂ ଅଧିକାରୀ ପୁଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି।ଜଣେ ୱିଙ୍ଗ କମାଣ୍ଡର […]