ନୂଆଦିଲ୍ଲୀ,୨୮/୬ : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ […]
Category: ଭାରତ
ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଉଦବୋଧ
ନୂଆଦିଲ୍ଲୀ, ୨୭/୬ : ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ
ନୂଆଦିଲ୍ଲୀ, ୨୧ /୬ : ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ […]
ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୮/୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦେଇଥିବା […]
ଦିଲ୍ଲୀରେ ମତଦାତାଙ୍କୁ ମିଳିବ ମାଗଣା ବାଇକ୍ ରାଇଡ୍, ଜାଣନ୍ତୁ କ’ଣ କରିବାକୁ ପଡ଼ିବ
ନୂଆଦିଲ୍ଲୀ, ୧୦/୫ : ଅନଲାଇନ ବାଇକ-ଟ୍ୟାକ୍ସି ବୁକିଂର ସୁବିଧା ଯୋଗାଉଥିବା କମ୍ପାନୀ ଦିଲ୍ଲୀରେ ନିର୍ବାଚନ ଦିନ ମତଦାତାଙ୍କୁ ମୁକ୍ତ ଯାତ୍ରା ପ୍ରଦାନ କରିବ । ରାପିଡୋ ବାଇକ ଜରିଆରେ ଭୋଟରଙ୍କୁ ନିର୍ବାଚନ ଦିନ ମତଦାନ […]
କଂଗ୍ରେସରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା
ନୂଆଦିଲ୍ଲୀ,୮/୫ : ଲୋକସଭା ନିର୍ବାଚନ ମଧ୍ୟରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ କଂଗ୍ରସର ରାଷ୍ଟ୍ରୀୟ ମହାସଚିବ ଜୟରାମ […]
୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେନି ବିଆରଏସ ମୁଖ୍ୟ
ନୂଆଦିଲ୍ଲୀ, ୨/୫ : କଂଗ୍ରେସ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନ କମିଶନ ୪୮ ଘଣ୍ଟା ପାଇଁ […]
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ବିଜ୍ଞପ୍ତି
ନୂଆଦିଲ୍ଲୀ,୨୯/୪ : ରାଜ୍ୟରେ ତୃତୀୟ ଓ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୫ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୨୫ ତାରିଖରେ […]
ଜେଲ୍ରେ ଇନ୍ସୁଲିନ୍ ଯୋଗାଇ ଦେବାକୁ ଆବେଦନ କଲେ କେଜ୍ରିୱାଲ୍
ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍ରେ ରହିଛନ୍ତି। ସେ ଜଣେ ଟାଇପ୍-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍ରେ ତାଙ୍କୁ ଇନ୍ସୁଲିନ୍ ଦିଆଯାଉନାହିଁ ବୋଲି ଆପ୍ ଅଭିଯୋଗ କରିବା ପରେ […]
ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ
ନୈରୋବି,୧୯/୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। କେନିଆର ରାଷ୍ଟ୍ରପତି ୱିଲିୟମ […]
