ନୂଆଦିଲ୍ଲୀ, ୨୪/୧୧ : ଝାଡ଼ଖଣ୍ଡରେ ଫେଲ୍ ମାରିଲା ବିଜେପିର ରଣ କୌଶଳ। କ୍ରମାଗତ ଦ୍ବିତୀୟ ଥର କ୍ଷମତାକୁ ଫେରି ରେକର୍ଡ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। କାମ ଦେଲାନି ବିଜେପିର ରଣନୀତି । ପୂର୍ବରୁ […]
Category: ଭାରତ
ବିଧାନସଭା ନିର୍ବାଚନ ପାଇଁ ଆପର ପ୍ରାର୍ଥୀ ଘୋଷଣା
ନୂଆଦିଲ୍ଲୀ, ୨୧/୧୧ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ […]
ଝାରଖଣ୍ଡ ଏକଜିଟ ପୋଲ: ସମସ୍ତେ କହିଲେ ବିଜେପି ଜିତିବ
ନୂଆଦିଲ୍ଲୀ,୨୦/୧୧ : ମହାରାଷ୍ଟ୍ର ସମେତ ଆଜି ଝାରଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ସନ୍ଧ୍ୟା ୬ଟାରେ ଇଭିଏମ ସିଲ ହେବା ପରେ ବିଭିନ୍ନ […]
କ୍ଷମତାରେ ଥିବାବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ, ୧୮/୧୧ : ୨୦୦୪ରୁ ୨୦୧୪ଯାଏ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଭୁଲ କରିଥିଲା। କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା […]
ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ଉ
ନୂଆଦିଲ୍ଲୀ, ୯ / ୧୧ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୁନୀଲ ହେମନ୍ତଙ୍କର ଅତ୍ୟନ୍ତ ଘନିଷ୍ଠ। ଟିକସ ଫାଙ୍କି […]
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ ବିବାହ ପ୍ରତିଶ୍ରୁତିରୁ ଓହରିଯିବା
ନୂଆଦିଲ୍ଲୀ, ୪/୧୧ : ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୬ ଅର୍ଥରେ […]
ସହଯୋଗୀ ଟିଡିପିକୁ ଛାଡ଼ିଲେନି ପବନ କଲ୍ୟାଣ,କହିଲେ ଏଭଳି କିଛି
ନୂଆଦିଲ୍ଲୀ, ୪/୧୧ : ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ପବନ କଲ୍ୟାଣ ନିଜ ସହଯୋଗୀ ତଥା ମିଳିତ ଭାବେ ସରକାର ଗଠନ କରିଥିବା ଟିଡିପିର ଜଣେ ମନ୍ତ୍ରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆନ୍ଧ୍ରରେ […]
ପରାମର୍ଶ ଦେବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିଅନ୍ତି ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨/୧୧ : ଜନ ସୂରଜ ଦଳର ସଂଯୋଜକ ପ୍ରଶାନ୍ତ କିଶୋରଙ୍କୁ ଜଣେ ଭଲ ରଣନୀତିଜ୍ଞ ଭାବରେ ସମସ୍ତ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା […]
ଟିକେଟ ମିଳିଲାନି, କାନ୍ଦିବା ପରେ ନିଖୋଜ ହୋଇଗଲେ ବିଧାୟକ
ନୂଆଦିଲ୍ଲୀ, ୨୯/୧୦ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହେଉଛି । ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ […]
ଝାଡ଼ଖଣ୍ଡ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନି, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି
ନୂଆଦିଲ୍ଲୀ, ୨୯/୧୦ : ନିର୍ବାଚନରେ ମୈଦାନରେ ମହେନ୍ଦ୍ର ସିଂ ଧୋନି । ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ମିଳିବ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ […]
