ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର ; ଚଳୁ ହୋଇଗଲା ୧୦କୋଟି

ଭୁବନେଶ୍ୱର, ୨୯/୯ : ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର । ଆଉ ଚଳୁ ହୋଇଗଲା ୧୦କୋଟିରୁ ଅଧିକ ଟଙ୍କା । ନାମ ନେଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ […]

ବିଜେପି- ବିଜେଡି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ

ଭୁବନେଶ୍ବର,୨୮/୯ : ବିଜେପି- ବିଜେଡି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ବୁଥ ସ୍ତରରେ ସଦସ୍ୟଙ୍କୁ ଏକାଠି କରିବାକୁ ଜୋରଦାର ଚାଲିଛି ପ୍ରୟାସ । ବିଜେପି ପକ୍ଷରୁ ଜାରି ରହିଛି ସଦସ୍ୟତା ସଂଗ୍ରହ […]

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର, ୨୮/୯ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। […]

ପାଣ୍ଡିଆନ-ବବିଙ୍କ କବଜାରୁ ମୁକୁଳିପାରୁନି ବିଜେଡି !

ଭୁବନେଶ୍ବର, ୨୭/୯ : ପାଣ୍ଡିଆନ-ବବିଙ୍କ କବଜାରୁ ମୁକୁଳିପାରୁନି ବିଜେଡି । ଯାହାର ଉଦାହରଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ଏବେ ବି ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସଙ୍କ […]

ଅକ୍ଟୋବର ୯ରେ “ଖୋକା ଭାଇ ତୁମ ପାଇଁ’, ଅକ୍ଷୟ ମହାନ୍ତିଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌

ଭୁବନେଶ୍ୱର, ୨୭/୯ : ଆମ ଦର୍ଶକଙ୍କ ମତାମତ ଆମ ପାଇଁ ସର୍ବୋ ପରି । ହଁ ଆଜ୍ଞା, ସେଇ ସଙ୍ଗୀତ ସମ୍ରାଟ୍‌ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପାଇଁ “ଖୋକା ଭାଇ ତମ ପାଇଁ’ର ମୁକ୍ତିଲାଭ […]

ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’

ମୁମ୍ବାଇ, ୨୭/୯ : ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା: ପାର୍ଟ -୧’ ଆଜି ରିଲଜ ହୋଇଯାଇଛି । ଏହି ଚଳଚ୍ଚିତ୍ର ରିଲିଜ ନେଇ ଫ୍ୟାନ୍ସ ବିଭିନ୍ନ ସହରରେ ଦମଦାର ସ୍ୱାଗତ କରିଛନ୍ତି […]

ଓଡ଼ିଶା ଲୋକ ସେବା ଆୟୋଗ ନୂଆ ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ

ଭୁବନେଶ୍ବର,୨୭/୯: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓପିଏସସି […]

ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖୁଛନ୍ତି ନବୀନ

ଭୁବନେଶ୍ବର, ୨୬/୯ : ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଦିନ ହେବ ବିଜେଡିର ନେତା ବିଜେପିକୁ ଡେଉଁଛନ୍ତି । ଏଣୁ ଦଳକୁ ଏକଜୁଟ୍ […]

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬/୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଏବଂ ତାଙ୍କୁ ବିରୋଧୀ ଦଳରୁ […]

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ହାଇକୋର୍ଟ

ଭୁବନେଶ୍ବର, ୨୬/୯ : ପାର୍ବଣ ଋତୁରେ ଲାଗିଛି ବଡ଼ ଝଟ୍‌କା । ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। […]