ନୂଆଦିଲ୍ଲୀ, ୨୯/୭ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବଜେଟ ଉପରେ ଆଲୋଚନା ହୋଇଛି । ଆଲୋଚନାରେ ବେଳେ ବଜେଟ ଉପରେ ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ବଜେଟ ଭେଦଭାବପୂର୍ଣ୍ଣ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ବଜେଟରେ କେବଳ ଦୁଇଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଘୋଷଣା କରାଯାଇଛି । ଏହି ବଜେଟ ମଧ୍ୟବିତ୍ତବର୍ଗଙ୍କୁ ସରକାର ପିଠିରେ ଛୁରୀ ଭୁସିଲା ଭଳି କାମ କରିଛନ୍ତି । ରାହୁଲ କହିଛନ୍ତି ଯେ ଏହି ବଜେଟ ପୂର୍ବରୁ ମଧ୍ୟବିତ୍ତମାନେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିଲେ । ହେଲେ ବଜେଟ ପରେ ସେମାନଙ୍କ ପିଠିରେ ଛୁରାମାଡ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା କରିପାରୁ ନାହାଁନ୍ତି ।
Related Posts
ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର
- satakhabar
- December 5, 2024
- 0
ମୁମ୍ବାଇ, ୫/୧୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ଫଡନାବିସଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି […]
ହରିୟାଣା ନିର୍ବାଚନ: ଶାହାରୁଖଙ୍କ ‘ଡଙ୍କି’କୁ ପ୍ରସଙ୍ଗ କଲେ ରାହୁଲ,ଭିଡିଓ ଭାଇରାଲ
- satakhabar
- September 24, 2024
- 0
ନୂଆଦିଲ୍ଲୀ, ୨୪/୯ : ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ଏକ ପ୍ରସଙ୍ଗ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। […]
୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେନି ବିଆରଏସ ମୁଖ୍ୟ
- satakhabar
- May 2, 2024
- 0
ନୂଆଦିଲ୍ଲୀ, ୨/୫ : କଂଗ୍ରେସ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନ କମିଶନ ୪୮ ଘଣ୍ଟା ପାଇଁ […]