ଜାତିସଂଘରେ ଗୁଞ୍ଜିବ ଶ୍ରାରୀମଙ୍କ ନାମ

ନୂଆଦିଲ୍ଲୀ,୨୭/୭ : ଭାରତର ପ୍ରସିଦ୍ଧ ରାମକଥା ମର୍ମଜ୍ଞ ମୋରାରି ବାପୁ ନ୍ୟୁୟର୍କରେ ପହଞ୍ଚି ଜାତିସଂଘର ମୁଖ୍ୟାଳୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ କାହାଣୀ ଶୁଣାଇବେ। ଏହା ପ୍ରଥମ ଥର ହେବ ଯେତେବେଳେ ମୋରାରି ବାପୁ ମିଳିତ ଜାତିସଂଘରେ ରାମକଥା ଶୁଣାଇବେ। ସେ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ରାମକଥା ଶୁଣାଇ ସାରିଛନ୍ତି |

Leave a Reply

Your email address will not be published. Required fields are marked *