ପୂର୍ବତନ କଂସ ମହାରାଜଙ୍କ ପରଲୋକ

ଭୁବନେଶ୍ୱର,୧୩/୮ : ବରଗଡ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ ହୋଇଛି । ୭୦ବର୍ଷ ବୟସରଙ୍କ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ୨୫ବର୍ଷ ଧରି ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିଥିଲେ ।