କଟକ,୨୪/୪ : ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ବୈଠକ ପରେ ବୈଠକ ଚାଲୁଛି । ଏବେ କଂଗ୍ରେସରୁ କଟକ ବାରବାଟୀ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍। କଟକ ବାରବାଟୀ ଆସନରୁ ସୋଫିଆ ଫିର୍ଦ୍ଦୋଶ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଲଢିବା ନେଇ ଚର୍ଚ୍ଚା କରାଯାଉଛି।
ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ
