ଓଲିଉଡ଼ ବିବାଦ : ଦର୍ଶକଙ୍କୁ ହଲରେ ଫିଲ୍ମଠାରୁ ଓଲିଉଡ଼ର କଳି ମନୋରଞ୍ଜନ ଦେଉଛି

ଭୁବନେଶ୍ବର, ୧୧/୯ : ଓଡ଼ିଆ ସିନେମାର ଇତହାସ ବହୁ ପୁରୁଣା। ୮୮ବର୍ଷର ସିନେମା ଶିଳ୍ପ । ହାତ ଗଣତି ଆଉ କେତେଟା ବର୍ଷ ପରେ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ଓଲିଉଡ଼ । ମାତ୍ର […]

ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ

ଭୁବନେଶ୍ବର, ୧୧/୯ : ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରସ୍ଥିତ ନକ୍ସାପାଲିଠାରେ। ମଙ୍ଗଳବାର ବିଳମ୍ବିତ ରାତି‌ରେ‌ […]

ଓଲିଉଡ଼ରେ ‘ବାୟୋ’ ଝଡ଼ : ଭିଡ଼ିଓ ଜାରି କରି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ- ‘ ‘ବାୟୋ’ରେ ଆସୁଛି କମ୍ପରମାଇଜ୍ ଅପଶନ’

ଭୁବନେଶ୍ବର,୪/୯ : କିଛିଦିନର ନିରବତା ପରେ ଓଲିଉଡ଼ରେ ପୁଣି ଝଡ଼ । ଏଥର କାଷ୍ଟିଂ କାଉଚ କି ଫିଲ୍ମକୁ ନେଇ ନୁହେଁ ବରଂ ‘ବାୟୋ’ଝଡ଼ । ଅଭିନେତ୍ରୀ ଟିକି ରଥ ଏ ନେଇ ଅଭିଯୋଗ […]

‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହାର ପୁରା ଟିମ

ଭୁବନେଶ୍ୱର, ୨/୯ : ଆଜି ଲୋକସଭା ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଆଶ୍ରମ’କୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଏହାର ପୁରା ଟିମ୍ । ‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରିକୁ […]

ପଞ୍ଜାବୀ ଗାୟକ ଏପି ଧିଲୋନଙ୍କ କାନାଡା ବାସଭବନ ବାହାରେ ଗୁଳିକାଣ୍ଡ

ଭାନକୁଭର,୨/୯ : ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ । ଗତକାଲି […]

ଓଲିଉଡ଼ – ବିବାଦ – ଟୁଟୁ ନାୟକ- ‘ଆଇଲଭୟୁ -୨’

ଭୁବନେଶ୍ବର, ୨/୯ : ଟୁଟୁ ନାୟକ । ଏ ନା କହିଲେ ସମସ୍ତ ଓଡ଼ିଆ ଦର୍ଶକଙ୍କ ମନରେ ଆସେ ୨୦୦୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଆଇଲଭୟୁ’ର କଥା । ଯେଉଁଥିରେ ନାୟକ ଭୂମିକାରେ […]

ସେପ୍ଟେମ୍ବର ୧୩ରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର “ଆଭା”

ଭୁବନେଶ୍ୱର, ୧/୯ : ବଡ଼ ପରଦାରେ ଆସନ୍ତା ୧୩ ତାରିଖ ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର”ଆଭା” ।ଏକ ତାରକା ହୋଟେଲ ରେ ଏକ ସମ୍ବାଦଦାତା ସମ୍ମିଳନୀ ମାଧ୍ୟମରେ ତାରିଖ ଘୋଷଣା ହୋଇଥିବା ବେଳେ ଆଭା […]

କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ

ନୂଆଦିଲ୍ଲୀ,୧/୯ : ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ […]

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪, ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୬/୮ : ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା […]

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ସାଉଥ୍ ଫିଲ୍ମର ଜଲଓ୍ବା

ନୂଆଦିଲ୍ଲୀ,୧୬/୮ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଏହା ଜଣାଶୁଣା । ଚଳିତ ଥର ସେହି […]