କଟକ,୧୧/୪ : କଟକ ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି । ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ ଦେଇଛନ୍ତି । ତାଙ୍କ ସମ୍ବୋଧନରେ କହିଛନ୍ତି ‘ଆୟୁଷ୍ମାନ ଭାରତ’ […]
Category: ରାଜନୀତି
ଜବାହରଲାଲ ନେହେରୁଙ୍କ ସହ ସମାନ ପାଣ୍ଡିଆନ : ସଂତୃପ୍ତ ମିଶ୍ର
ଭୁବନେଶ୍ୱର,୧୧/୪ : ଜବାହରଲାଲ ନେହେରୁଙ୍କ ସହ ଭି.କେ ପାଣ୍ଡିଆନଙ୍କୁ ତୁଳନା କଲେ ବିଜେଡି ନେତା । ବିଜେଡି ନେତା ସଂତୃପ୍ତ ମିଶ୍ର କହିଥିଲେ‘ନେହେରୁ’ଙ୍କ ଭଳି ଓଡ଼ିଶା ରାଜନୀତିରେ ‘ପାଣ୍ଡିଆନ’। “ପାଣ୍ଡିଆନ ନିଜେ ଜାଣିନଥିବେ ତାଙ୍କ […]
କେମିତି କଟିଲେ ୫ଲକ୍ଷ ହିତାଧିକାରୀ ହିସାବ ଦିଅନ୍ତୁ ସରକାର : ବିଜେଡି
ଭୁବନେଶ୍ବର,୧୧/୪ : ରାଜ୍ୟରେ ବିଜେପି ସରକାରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜୁ ଜନତା ଦଳ। ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବିଜେଡି। […]
ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି
ନୂଆଦିଲ୍ଲୀ,୧୧/୪ : ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ । ତାମିଲନାଡୁର ଶାସକ ଦଳକୁ ହରାଇବା ପାଇଁ ନୂଆ ଗୋଟି ଚାଲନା କରିଛି ବିଜେପି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁର ଆଞ୍ଚଳିକ ଦଳ […]
ମିଛ କହୁଛନ୍ତି ନବୀନ : ପ୍ରଭାତ
ଭୁବନେଶ୍ବର, ୧୦/୪ : ନବୀନ ବାବୁଙ୍କ ମୁହଁରେ ମହା ମିଛ କୁହାଯାଉଛି । ମୁଁ ଦଳରେ ନାହିଁ କହିବା ମହା ମିଥ୍ୟା ବୋଲି ପ୍ରେସମିଟ୍ରେ କହିଲେ ପ୍ରଭାତ ତ୍ରିପାଠୀ । ଓ୍ୱାକଫ ପ୍ରସଙ୍ଗ ଲୁଚାଇବାକୁ […]
ନବୀନଙ୍କୁ ଭୁଲା ରୋଗ ! ବିଜେଡିରେ ଥିବା ନେତାଙ୍କୁ କହୁଛନ୍ତି ବିଜେଡିର ସଦସ୍ୟ ନୁହନ୍ତି
ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡିରେ ଦେଖାଦେଇଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ମାତ୍ର ଏହା ଏବେ ଅଡ଼ୁଆ ପରିସ୍ଥିତି ଦେଖାଦେଇଛି । ସେ କହିଛନ୍ତି , […]
ବିବାଦ ପରେ ମୁହଁ ଖୋଲିଲେ ନବୀନ
ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ “ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ […]
ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି : ସାଂସଦ ଶୁଭାଶିଷ ଖୁଣ୍ଟିଆ
ଭୁବନେଶ୍ବର,୭/୪ : ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ସତ ହୋଇଛି । ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କର କୌଣସି ଭୂମିକା […]
ପାଣ୍ଡିଆନ୍ ଗୋ ବ୍ୟାକ୍ !
ଭୁବନେଶ୍ବର,୭/୪: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସୋମବାର ପୂର୍ବାହ୍ନରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ମୁସଲିମ୍ ପ୍ରତିନିଧିମାନଙ୍କର ଏକ […]
ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ନବୀନ
ଭୁବନେଶ୍ୱର,୭/୪ : ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଆଜି ତାଙ୍କର ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୱକଫ୍ ବିଲ୍ ଉପରେ ବିଜେଡିର ଦ୍ୱନ୍ଦକୁ ନେଇ ରାଜନୈତିକ ହଟଚମଟ […]