ଭୁବନେଶ୍ବର, ୨୧/୩ : ଭି.କେ ପାଣ୍ଡିଆନକୁ ନେଇ ପୁଣି ଚର୍ଚ୍ଚା । ଓଡିଶା ଛାଡ଼ିବେ ପାଣ୍ଡିଆନ । ଖୁବଶୀଘ୍ର ପାଣ୍ଡିଆନ ଓଡ଼ିଶା ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି । ରାଜନୀତି ନୁହେଁ ବରଂ […]
Category: ରାଜନୀତି
ବିଜେଡିକୁ ବଞ୍ଚେଇବାକୁ ଦିଲ୍ଲୀ ମୁହାଁ ନବୀନ !
ଭୁବନେଶ୍ବର,୧୩/୩ : ବିଜେଡିକୁ ବଞ୍ଚେଇବାକୁ ନବୀନ ଏବେ ଦିଲ୍ଲୀ ମୁହାଁ । ଇଣ୍ଡି ମେଣ୍ଟ ସାହାଯ୍ୟରେ ଅସ୍ଥିତ୍ୱ ବଞ୍ଚେଇବାକୁ ନବୀନଙ୍କ ଚେଷ୍ଟା । ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ।ଗୁରୁବାର ବିଧାନସଭାରେ ବିଜେପିର […]
ସନ୍ନ୍ୟାସୀଙ୍କ ଆବିର୍ଭାବ କଲେ ମନ୍ମଥ !
ଭୁବନେଶ୍ବର, ୧୧/୩ : ଦୀର୍ଘ ୯ମାସ ପରେ ଆବିର୍ଭାବ ହୋଇଛନ୍ତି ଭିକେ ପାଣ୍ଡିଆନ । ପୁଣି ଥରେ ନବୀନ ନିବାସରେ ଆସିଛନ୍ତି ନଜର । ୨୦୨୪ସାଧାରଣ ନିର୍ବାଚନରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ […]
‘ବନ୍ଦେ ଉତ୍କଳ ଜନନୀ’ ବିବାଦ: ମୁହଁ ଖୋଲିଲେ ଜୟ ନାରାୟଣ
ଭୁବନେଶ୍ବର,୧୧/୩ : ‘ବନ୍ଦେ ଉତ୍କଳ ଜନନୀ’ ବିବାଦ ନେଇ ନୀରବତା ଭାଙ୍ଗିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ବିଧାୟକ କହିଛନ୍ତି ବର୍ତ୍ତମାନର ଓଡ଼ିଶା ରାଜ୍ୟ ତିନୋଟି ସ୍ୱତନ୍ତ୍ର ଅଞ୍ଚଳ-ଉତ୍କଳ, କଳିଙ୍ଗ ଏବଂ […]
ଓଡ଼ିଆ ଅସ୍ମିତାର ସରକାରରେ ବିଭାଜନକାରୀ ମାନସିକତାର ବିଧାୟକ
ଭୁବନେଶ୍ବର,୯/୩ : ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ଦଳ ଏବେ ବିବାଦ ଘେରରେ । ବିଭାଜନକାରୀ ମନ୍ତବ୍ୟ ଦେଇ ବିବାଦରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏବଂ ସମ୍ବଲପୁର ବିଧାୟକ […]
ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଟେନସନରେ ବିଜେପି
ଭୁବନେଶ୍ବର,୮/୩ : ଟେନସନରେ ଶାସକ ଦଳ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ ଉତ୍କଳ ଏବଂ […]
ସୁଭଦ୍ରାଙ୍କୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର : ଭକ୍ତ ଦାସ
ଭୁବନେଶ୍ବର,୭/୩ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ବଢୁଛି ନାରୀ ନିର୍ଯାତନା । ଏହି ପ୍ରସଙ୍ଗରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏପଟେ ବିଜେପି ସରକାର ସମୟରେ ମହିଳା […]
ମୋହନଙ୍କ ନଜର ନବୀନଙ୍କ ଆସର
ଭୁବନେଶ୍ୱର, ୬/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନଜର ଏବେ ନବୀନଙ୍କ ରଙ୍ଗୀନ ଦୁନିଆ ଉପରେ l ଆମେ ଜାଣିଛେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ l ଆପାତତଃ […]
ନବୀନଙ୍କୁ ମୋହନଙ୍କ ଟାର୍ଗେଟ ; ସନ୍ଧ୍ୟା ହେଲେ ଘରୁ ବାହାରନ୍ତି ନି ନବୀନ
ଭୁବନେଶ୍ବର,୬/୩ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନ ଆସିବା ନେଇ ଦେଖାଦେଇଛି ବିବାଦ । ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
ବିଜେଡି : ବିଜୁ- ପାଣ୍ଡିଆନ- ପୁଣି ବିଜୁ
ଭୁବନେଶ୍ବର,୪/୩ : ବିଜୁଙ୍କୁ ପୋଷ୍ଟରରୁ ଆଉଟ୍ କରିଥିବା ପାଣ୍ଡିଆନ ଅନୁଗାମୀ ଏବେ ବିଜୁଙ୍କ ଶରଣରେ । ବିଜୁ ହିଁ ଏକମାତ୍ର ଭରସା । ନ ହେଲେ ଚାରି ପାଞ୍ଜିରୁ ଯିବେ । ଏହାକୁ ନେଇ […]