ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୫/୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା ମହାନ୍ତି ଟିକେଟ ଫେରସ୍ତ କରିଥିଲେ।ସେ ଅଖିଳ ଭାରତ […]

ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪/୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ କୋଟି […]

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪/୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଆସନ୍ତାକାଲି ଅର୍ଥାତ୍‌ ରବିବାର କଟକ, […]

ସ୍ବାଧୀନ ଭାବେ ଲଢିବେ ଖାରବେଳ ସ୍ବାଇଁ

ଭୁବନେଶ୍ବର, ୩/୫ : ସ୍ବାଧୀନ ଭାବେ ବାଲେଶ୍ବରରୁ ଲୋକସଭା ନିର୍ବାଚନ ଲଢିବେ ଖାରବେଳ ସ୍ବାଇଁ । ପ୍ରତାପଙ୍କୁ ଦଳୀୟ ଟିକେଟ ପରେ ଅସନ୍ତୁଷ୍ଟ ଥିବା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ସ୍ବାଧୀନ ଭାବେ […]

ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ସୌମ୍ୟ !

ଭୁବନେଶ୍ୱର, ୩/୫ : ସବୁ କଳ୍ପନା-ଜଳ୍ପନାର ଅବସାନ ଘଟିଛି । ବରିଷ୍ଠ ନେତା ତଥା ଖଣ୍ଡପଡ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବେ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ମନସ୍ଥିର କରିଛନ୍ତି । ଏଥିପାଇଁ ସମସ୍ତ […]

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ଆନନ୍ଦପୁର ,୩/୫: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ନେତା ଜୟଦେବ ନିଜ […]

ଆହୁରି ୪ ଦିନ ତାତି: ୬ରୁ ଆଶ୍ଵସ୍ତି ଦେବ କାଳବୈଶାଖୀ ବର୍ଷା

ଭୁବନେଶ୍ବର, ୩/୫ : ପ୍ରଚଣ୍ଡ ରୌଦ୍ରତାପରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ବୁଧବାର ଅପରାହ୍ଣରେ ବାଲେଶ୍ବର, ଚାନ୍ଦବାଲି, କଟକ, ଭୁବନେଶ୍ବର, ବାରିପଦା, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଯୋଗୁଁ ତାତିରୁ […]

ଆଜି ଓଡିଶା ଆସିବେନି ରାହୁଲ ଗାନ୍ଧି

ଭୁବନେଶ୍ଵର, ୩/୫ : ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି। କଂଗ୍ରେସ ସୂତ୍ରରୁ ଏ ନେଇ ସୂଚନା ମିଳିଛି। ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି […]

ହେଲିକପ୍ଟରକୁ ନେଇ ଚର୍ଚ୍ଚା

ଢେଙ୍କାନାଳ, ୩/୫ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟସ୍ଥିତ ପଲ୍ଲିଶ୍ରୀମେଳା ତଥା ବସ୍‌ଷ୍ଟାଣ୍ଡ ପଡ଼ିଆରେ ଆଜି ସକାଳୁ ହଠାତ୍‌ ଏକ ହେଲକପ୍ଟର୍‌ ଅବତରଣ କରିଥିଲା। ପୂର୍ବରୁ ଏ ସଂପର୍କରେ କୌଣସି ସୂଚନା ନଥାଇ ହେଲିପକ୍ଟର୍‌ଟି […]

ଏହି ୬ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି

ଭୁବନେଶ୍ବର, ୨/୫ : ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ପ୍ରେସ୍‌ ବିଜ୍ଞପ୍ତି […]