ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି

ଭୁବନେଶ୍ୱର,୨୩/୭ : ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ଅଭିନବ ବିନ୍ଦ୍ରାଙ୍କୁ ଆଇଓସି ଦେବ ‘ଅଲିମ୍ପିକ ଅର୍ଡର’ ସମ୍ମାନ

ନୂଆଦିଲ୍ଲୀ,୨୩/୭ : ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି) ପକ୍ଷରୁ ସର୍ବୋଚ୍ଚ ସମ୍ମାନ ’ଅଲିମ୍ପିକ ଅର୍ଡର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅଲିମ୍ପିକ୍ସ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ […]

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୧/୭ : ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତି ସୋମବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ । ତେବେ ସୋବାର ଏହି ଜନଶୁଣାଣି ବନ୍ଦ ରହିବ […]

ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୪ ପ୍ରଦାନ

ଭୁବନେଶ୍ବର,୨୧।୭ : ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ରବିବାର ପ୍ରଦାନ କରାଯାଇଛି । ୨୦୨୪ର ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି […]

ଭାଙ୍ଗିଲା ପସିସି, କାଡ଼ାମ ହେଲେ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୧/୭ : ଏଆଇସିସି ପକ୍ଷରୁ ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି ଭଙ୍ଗ କରାଯାଇଛି […]

ଭାରତୀୟ ଫୁଟବଲ ଟିମର ନୂଆ କୋଚ ହେଲେ ସ୍ପେନର ମନୋଲୋ ମାର୍କେଜ

ନୂଆଦିଲ୍ଲୀ,୨୦/୭ : ଭାରତୀୟ ଭାରତୀୟ ଫୁଟବଲ ମହାସଂଘ ଶନିବାର ସ୍ପେନର ମନୋଲୋ ମାର୍କେଜଙ୍କୁ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛି । ଇଗୋର ଷ୍ଟିମେକଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ […]

ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

କଟକ, ୨0/୭ : ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକର ଏସସିବି ମେଡିକାଲରେ ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ୫ଟା ସମୟରେ ଶେଷ […]

ଗୁଜରାଟରେ ଲାଇନଚ୍ୟୁତ ହେଲା ମାଲଗାଡ଼ି

ସୁରଟ, ୧୯ /୭ : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ଗୁଜରାଟରେ ଏକ ରେଳ ଦୁର୍ଘଟଣା ଘଟିଛି। ଗୁଜରାଟର ସୁରଟ ଓ ଭାଲସାଡ ଷ୍ଟେସନ ମଧ୍ୟରେ […]

ମାଇକ୍ରୋସଫ୍ଟ ସର୍ଭର ଡାଉନ, ବ୍ୟାଙ୍କ-ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୯ /୭ : ଭାରତ ଓ ଆମେରିକା ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ଉଡାଣ ସେବା ପ୍ରଭାବିତ ହୋଇଛି । […]

ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ବର, ୧୯ / ୭ : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ବ । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ […]