ନୂଆଦିଲ୍ଲୀ,୧୮/୪ : ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷ ଶୁକ୍ରବାର ଅର୍ଥାତ୍ ବିବାହ କରିଛନ୍ତି । ଦିଲୀପ ଘୋଷ ୬୦ବର୍ଷ ବୟସରେ ଦଳର ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଥିବା ଜଣାପଡ଼ିଛି ।ସୂଚନା […]
Year: 2025
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ IAS ନିକୁଞ୍ଜ ଧଳ ଯିବେ ଦିଲ୍ଲୀ
ଭୁବନେଶ୍ୱର,୧୮/୪ : IAS ନିକୁଞ୍ଜ ବିହାରୀ ଧଳ ଯିବେ ଦିଲ୍ଲୀ। କେନ୍ଦ୍ରକୁ ଯିବେ ନିକୁଞ୍ଜ ଧଳ। କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ। କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି। […]
ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
ଭୁବନେଶ୍ବର,୧୮/୪ : ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ନବମ ଥର ଲାଗି ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ । ବିଧିବଦ୍ଧ ଘୋଷଣା ପରେ ବିଜେଡିର ନବକଳେବର କରିବେ ନବୀନ । ରାଜ୍ୟ କାର୍ଯ୍ୟକାରିଣୀ ସହ […]
ଓଡ଼ିଶା ପଲିଟିକ୍ସରେ ‘ବ୍ରାଣ୍ଡ୍’ : ବିଜୁ – ମହତାବ
ଭୁବନେଶ୍ବର,୧୭/୪ : ଶ୍ରାଦ୍ଧ ଦିବସ ଓ ଜନ୍ମ ଜୟନ୍ତୀ ପାଳନକୁ ନେଇ ରାଜନୈତିକ ମହଲ ଚର୍ଚ୍ଚା । ବିଜୁ – ମହତାବଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି ବର୍ଷ ବର୍ଷ ଧରି […]
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ
ଭୁବନେଶ୍ୱର,୧୭/୪ : ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ ଗଣ ଆଜି […]
କଳିଙ୍ଗ ଷ୍ଟୁଡିଓ : ୨୫ବର୍ଷରେ ଆୟ ୫କୋଟି, ଖର୍ଚ୍ଚ ହୋଇଛି ୧୫୨କୋଟି
ଭୁବନେଶ୍ବର,୧୭/୪ : ୨୦୦ କୋଟି ଟଙ୍କାରେ ନୂଆରୂପ ନେଇଥିବା କଳିଙ୍ଗ ଷ୍ଟୁଡିଓରୁ ଗତ ୨୫ ବର୍ଷରେ ମାତ୍ର ୫ କୋଟି ଟଙ୍କା ଆୟ ହୋଇଛି । ୧୯୯୯ ମହାବାତ୍ୟା ସମୟରେ ମାଟିରେ ଲୋଟିଥିବା ଏହି […]
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି : ଅଶୋକ ପଣ୍ଡା
ଭୁବନେଶ୍ବର, ୧୫/୪ : ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ […]
୧୮ ଜିଲ୍ଲାକୁ ମିଳିଲା ବିଜେଡି ଜିଲ୍ଲା ସଭାପତି
ଭୁବନେଶ୍ବର,୧୫/୪ : ବିଜେଡିର ୧୮ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ । ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ଯୋଗୁ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତିନି ଦିନ ଯାଏ ଅର୍ଥାତ […]
କ୍ଷମା ମାଗ, ନଚେତ୍ ନବୀନ ନିବାସ ଘେରିବୁ : ଭକ୍ତ
ଭୁବନେଶ୍ୱର,୧୪/୪ : ବିଜେଡି ପକ୍ଷରୁ ପଣ୍ଡିତ ଜବାହର ଲାଲ୍ ନେହେରୁଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ତୁଳନା କରାଯିବାକୁ ନେଇ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ […]
ନବୀନଙ୍କୁ ରାଜା ସ୍ଵାଇଁଙ୍କ ଚିଠି
ଭୁବନେଶ୍ଵର, ୧୪/୪ : ବିଜେଡିର ପିଛା ଛାଡ଼ୁନି ବିବାଦ। ସାଙ୍ଗଠନିକ ନିର୍ବାଚନ ଭିତ୍ତିରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସଙ୍ଗଠନରେ ସଂରକ୍ଷଣ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଲେ […]