ଭୁବନେଶ୍ବର,୩/୩ : ମ୍ୟାନେଜ ମାଷ୍ଟରଙ୍କ ମ୍ୟାନେଜ ନୀତି । ଗଳାବାଟରେ ମ୍ୟାନେଜ କରି ସୋସିଆଲ ମିଡ଼ିଆରେ ଭୁଲ ମାଗି ଖସିଯିବାକୁ ବସିଛନ୍ତି ବାବୁ ଅଚ୍ୟୁତ । ଶିକ୍ଷା ଦଲାଲର କଳାକାରନାମା ଏବେ ଦାଣ୍ଡରେ ପଡ଼ି […]
Year: 2025
ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣା, ଦୋକାନୀ ଓ ଚିତ୍ରକର ଗିରଫ
ଭୁବନେଶ୍ୱର, ୩ /୩ : ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣାରେ କମିସନରେଟ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ […]
ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ
ଭୁବନେଶ୍ୱର, ୩/୩ : ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍ବ୍ରାଞ୍ଚ। ଆଜି କ୍ରାଇମ୍ବ୍ରାଞ୍ଚରେ ହାଜର ହୋଇପାରନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ। […]
ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ…
ଭୁବନେଶ୍ୱର, ୩/୩ : ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ। ଜଣେ ବିଦେଶିନୀ ତାଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ଟାଟୁ ଆଙ୍କିଥିବା ଭୁବନେଶ୍ବର ରକି ଟାଟୋଜ୍ ବିରୋଧରେ […]
କଂଗ୍ରେସ ନେତ୍ରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ; ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ, ୩/୩ : ହରିୟାଣା ରୋହତକ୍ରେ କଂଗ୍ରେସ ନେତ୍ରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ସୁଟ୍କେଶରୁ ମିଳିଛି ମହିଳା ନେତ୍ରୀ ହିମାନୀ ନରୱାଲଙ୍କ ମୃତଦେହ । ଗତକାଲି ସାମ୍ପଲା ସହରରେ ଏକ ସୁଟ୍କେଶରୁ ମହିଳାଙ୍କ […]
ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଲା ଭାରତ
ଦୁବାଇ,୨/୩ : ଆଇସିସି ଚାମ୍ପିୟନ୍ସ ଟ୍ରଫିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ […]
ନ୍ୟୁଜିଲାଣ୍ଡ ଆଗରେ ୨୫୦ରନର ଲକ୍ଷ୍ୟ ରଖିଲା ଭାରତ
ଦୁବାଇ,୨/୩ : ଆଇସିସି ଚାମ୍ପିୟନ୍ସ ଟ୍ରଫିର ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । […]
ଓଡ଼ିଆ ଅସ୍ମିତାକୁ ଜଗୁଛି ତାମିଲି ସନ୍ନ୍ୟାସୀ
ଭୁବନେଶ୍ବର, ୨/୩ : ଜୁନ୍ ୯ ତାରିଖ ହଠାତ୍ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଲା । ସେଥିରେ ଆରପଟୁ ଆସିଥିଲା ଭି.କେ ପାଣ୍ଡିଆନ୍ଙ୍କ ବାର୍ତ୍ତା – ମୁଁ ବିଜେଡିରୁ ଅବସର ନେଉଛି । […]
ବିଏସପିରେ ବଡ଼ ପରିବର୍ତ୍ତନ କଲେ ମାୟାବତୀ, ଜାଣନ୍ତୁ କ’ଣ
ଉତ୍ତରପ୍ରଦେଶ, ୨/୩ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସପି) ଅଧ୍ୟକ୍ଷ ମାୟାବତୀ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ସେ ସମସ୍ତ ପଦବୀରୁ ହଟାଇଛନ୍ତି। […]
ଭକ୍ତଙ୍କ ନାରୀ ସୁରକ୍ଷା ପ୍ରସଙ୍ଗକକୁ ସୋସିଆଲ୍ ମିଡ଼ିଆରେ କଟାକ୍ଷ
ଭୁବନେଶ୍ବର,୧/୩ : ଶନିବାର ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ବିଶାଳ ପ୍ରଦର୍ଶନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ […]
