ନୂଆଦିଲ୍ଲୀ,୨୭/୪ : ନିର୍ଦେଶକ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ରାମାୟଣ’ର ଅପେକ୍ଷା ଫ୍ୟାନ୍ସମାନେ ବହୁ ଉତ୍ସୁକତା ସହ କରିଛନ୍ତି । ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ରୋଲରେ ନଜର ଆସିବାରେ ଅଛନ୍ତି । ତାଙ୍କ ସହ ମା’ ସୀତାଙ୍କ ଭୂମିକାରେ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଦେଖାଯିବେ । ଲମ୍ବା ସମୟରୁ ଦୁଇ ଅଭିନେତା ଏବଂ ଏହି ପ୍ରୋଜେକ୍ଟ ଉପରେ ଚର୍ଚ୍ଚା ହେଉଛି । ନିକଟରେ ଫିଲ୍ମର ସେଟରୁ କିଛି ଫଟୋ ବି ଭାଇରାଲ ହୋଇଥିଲା। ଯେଉଁଥିରେ ଅରୁଣ ଗୋଭିଲ ଏବଂ ଲାରା ଦତ୍ତାଙ୍କୁ ଦଶରଥ ଏବଂ କୈକୟୀ ଭୂମିକାରେ ଦେଖାଯାଇଥିଲା । ଏବେ ରଣବୀର ଏବଂ ପଲ୍ଲବୀଙ୍କ ଲୁକ ବି ଲିକ ହୋଇଛି ।ଆଜ୍ଞା ହଁ, ଫିଲ୍ମ‘ରାମାୟଣ’ର ସେଟରୁ ରଣବୀର କପୁର ଏବଂ ପଲ୍ଲବୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଭଗବାନ ରାମ ଏବଂ ମା’ ସୀତାଙ୍କ ଅବତାରରେ ଦେଖିପାରିବେ ।
Related Posts
ଓଲିଉଡ଼ – ବିବାଦ – ଟୁଟୁ ନାୟକ- ‘ଆଇଲଭୟୁ -୨’
- satakhabar
- September 2, 2024
- 0
ଭୁବନେଶ୍ବର, ୨/୯ : ଟୁଟୁ ନାୟକ । ଏ ନା କହିଲେ ସମସ୍ତ ଓଡ଼ିଆ ଦର୍ଶକଙ୍କ ମନରେ ଆସେ ୨୦୦୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଆଇଲଭୟୁ’ର କଥା । ଯେଉଁଥିରେ ନାୟକ ଭୂମିକାରେ […]
ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ଘୋଷଣା କଲେ
- satakhabar
- September 14, 2024
- 0
ଚେନ୍ନାଇ,୧୪/୯ : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଏକ ଭିଡ଼ିଓ ରିଲିଜ୍ […]
ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ
- satakhabar
- September 11, 2024
- 0
ଭୁବନେଶ୍ବର, ୧୧/୯ : ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରସ୍ଥିତ ନକ୍ସାପାଲିଠାରେ। ମଙ୍ଗଳବାର ବିଳମ୍ବିତ ରାତିରେ […]