ପୁରୀ,୮/୫ : ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କୁ ବନକଲାଗି କରାଯାଇଥାଏ । ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରିଥାନ୍ତି । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
Related Posts
ନିର୍ବାଚନକୁ ୬ ମାସ ବିତିଲାଣି : ଏବେ ବି ହାର୍ ମାନିବାକୁ ନାରାଜ ବିଜେଡି ; ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡିର କସରତ
- satakhabar
- November 13, 2024
- 0
ଭୁବନେଶ୍ୱର,୧୩/୧୧ : ନିର୍ବାଚନକୁ ୬ମାସ ବିତିଲାଣି । ଏବେ ବି ବିଜେଡି ମୁଣ୍ଡରୁ ଯାଉନି ପରାଜୟର ହ୍ୟାଙ୍ଗ୍ ଓଭର । ତାଙ୍କର ପ୍ରିୟ ମୁଖିଆଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜାରି ରଖିଛନ୍ତି ପ୍ରୟାସ । କଳେବଳେ […]
ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ
- satakhabar
- May 3, 2024
- 0
ଆନନ୍ଦପୁର ,୩/୫: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ନେତା ଜୟଦେବ ନିଜ […]
ଭୁବନେଶ୍ୱରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ଘଟଣା ; ରହିଛି ରତ୍ନଭଣ୍ଡାରର ଲିଙ୍କ୍ !
- satakhabar
- August 28, 2024
- 0
ଭୁବନେଶ୍ୱର , ୨୮/୮ : ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ ପୂର୍ବତନ […]