ପୁରୀ,୮/୫ : ଶ୍ରୀମନ୍ଦିର ବୁଧବାର ରାତିରେ ୧୫ମିନିଟ୍ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍ ହେବାରୁ ୧୫ରୁ ୨୦ ମିନିଟ୍ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। ବ୍ୟାକ୍ଅପ୍ କାମ କରି ନ ଥିଲା। ମିନି ଇନ୍ଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା। ପାଓ୍ବାର ଟ୍ରିପ୍ ଯୋଗୁ ଏପରି ସମସ୍ୟା ହୋଇଥିଲା ବୋଲି ମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।
Related Posts
କଳିଙ୍ଗ ଷ୍ଟାଡିୟମରେ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
- satakhabar
- June 21, 2024
- 0
ଭୁବନେଶ୍ୱର, ୨୧/୬ : ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ […]
ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ପାସେଞ୍ଜର ଭଳି ବ୍ୟବହାର, ରାଗିଗଲେ ମୋହନ
- satakhabar
- November 15, 2024
- 0
ଭୁବନେଶ୍ବର,୧୫/୧୧ : ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ଏହି ବୃହତ ବାଣିଜ୍ୟିକ ମହାକୁମ୍ଭ ଆଜି ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ […]
ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ : ରାଜ୍ୟ ବିଜେପି ଏବେ ଦୁଇ ଫାଳ କି ?
- satakhabar
- August 21, 2024
- 0
ଭୁବନେଶ୍ବର, ୨୧/୮ : ରାଜ୍ୟ ବିଜେପିରେ ଏବେ ସବୁ ଠିକ୍ ଠାକ୍ ଚାଲିଛି ତ ? ଏ ପ୍ରଶ୍ନ ଆମେ ପଚାରୁନୁ ଏବେ ସାଧାରଣ ଲୋକଙ୍କ ପ୍ରଶ୍ନ ଏହା । ଆଜିର ଚିତ୍ରକୁ ଦେଖି […]