ନୂଆଦିଲ୍ଲୀ, ୨୭/୫ : ଚଳିତ ଥର ସଅଳ ଆସିବ ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Related Posts
ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
- satakhabar
- July 21, 2024
- 0
ଭୁବନେଶ୍ୱର,୨୧/୭ : ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତି ସୋମବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ । ତେବେ ସୋବାର ଏହି ଜନଶୁଣାଣି ବନ୍ଦ ରହିବ […]
ଆଜି ଓଡିଶା ଆସିବେନି ରାହୁଲ ଗାନ୍ଧି
- satakhabar
- May 3, 2024
- 0
ଭୁବନେଶ୍ଵର, ୩/୫ : ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି। କଂଗ୍ରେସ ସୂତ୍ରରୁ ଏ ନେଇ ସୂଚନା ମିଳିଛି। ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି […]
ଚିକିଟି ମଦ ଘଟଣାରେ ସରକାରଙ୍କ କଡ଼ା ଆଭିମୁଖ୍ୟ ; ମଦ କାରବାରରେ ସମ୍ପୃକ୍ତ ଥିଲେ ହେବ…
- satakhabar
- August 21, 2024
- 0
ଭୁବନେଶ୍ୱର,୨୧/୮ : ବେଆଇନ୍ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ […]