ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ

ପୁରୀ,୩/୭ : ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ। ହେଲା ରାଜପ୍ରାସାଦ ବିଜେ ନୀତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚିଲେ ସେବାୟତ। ଶ୍ରୀଜୀଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ସେବାୟତ ଜଣାଇଛନ୍ତି। ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜୀଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *