ଖସିପଡିଲେ ବଡ଼ ଠାକୁର ବଳଭଦ୍ର, ୫ ସେବାୟତ ଆହତ ସୂଚନା

ଭୁବନେଶ୍ୱର, ୯/୭ : ସେବାୟତଙ୍କ ହାତରୁ ଖସି ପଡିଲେ ବଡ଼ ଠାକୁର ବଳଭଦ୍ର l ୫ ସେବାୟତ ଆହତ ସୂଚନା । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ ସମୟରେ ପହଣ୍ଡିବେଳେ ସେବାୟତଙ୍କ ହାତରୁ ଖସି ପଡିଲେ ପ୍ରଭୁ ବଳଭଦ୍ର । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ।