ଭୁବନେଶ୍ୱର, ୨୭ /୨ : ପରଲୋକରେ ବରିଷ୍ଠ ସିନେ ଅଭିନେତା ଉତ୍ତମ ମହାନ୍ତି l ଗୁରୁବାର ତାଙ୍କର ଦେହାନ୍ତ ହୋଇଛି l ଦୀର୍ଘ ଦିନ ହେବ ସେ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ l
ଏହି ଖବର ପ୍ରଚାରିତ ହେବା ପରେ ଓଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି l