ଭୁବନେଶ୍ୱର,୧୫/୪: ଯାଜପୁରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ ତଳକୁ ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍ । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି ।
କୁଆଖିଆ ବାରବାଟୀ ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍ : ୩ ମୃତ, ୫ ଗୁରୁତର
