ବାନ୍ଧବୀରୁ ହେବେ ଜୀବନସାଥି ! ଜାଗ୍ରତିଙ୍କ ହାତ ଧରିବେ ଅନୁଭବ

ଭୁବନେଶ୍ବର,୫/୩ : ସବୁ କଳ୍ପନା ଜଳ୍ପନାର ଅନ୍ତ । ବିବାହ କରିବେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତାଙ୍କ ଫ୍ୟାନ୍ସଙ୍କ ନଜର ସବୁବେଳେ ତାଙ୍କ ବିବାହକୁ ନେଇ ଥିଲା । ଯାହାର […]

ବିଜେଡି : ବିଜୁ- ପାଣ୍ଡିଆନ- ପୁଣି ବିଜୁ

ଭୁବନେଶ୍ବର,୪/୩ : ବିଜୁଙ୍କୁ ପୋଷ୍ଟରରୁ ଆଉଟ୍ କରିଥିବା ପାଣ୍ଡିଆନ ଅନୁଗାମୀ ଏବେ ବିଜୁଙ୍କ ଶରଣରେ । ବିଜୁ ହିଁ ଏକମାତ୍ର ଭରସା । ନ ହେଲେ ଚାରି ପାଞ୍ଜିରୁ ଯିବେ । ଏହାକୁ ନେଇ […]

ମାର୍ଚ୍ଚ ୫ରେ ଖୋଲା ରହିବ ସ୍କୁଲ

ଭୁବନେଶ୍ୱର,୪/୩ : ମାର୍ଚ୍ଚ ୫ ବୁଧବାର ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସ୍ବାଭାବିକ ଭାବେ କାର୍ଯ୍ୟ କରିବ । ଏନେଇ ବିଦ୍ୟାଳୟ ଓ […]

ଅଚ୍ୟୁତଙ୍କୁ ଭରସା ସୋସିଆଲ ମିଡ଼ିଆ

ଭୁବନେଶ୍ବର,୩/୩ : ମ୍ୟାନେଜ ମାଷ୍ଟରଙ୍କ ମ୍ୟାନେଜ ନୀତି । ଗଳାବାଟରେ ମ୍ୟାନେଜ କରି ସୋସିଆଲ ମିଡ଼ିଆରେ ଭୁଲ ମାଗି ଖସିଯିବାକୁ ବସିଛନ୍ତି ବାବୁ ଅଚ୍ୟୁତ । ଶିକ୍ଷା ଦଲାଲର କଳାକାରନାମା ଏବେ ଦାଣ୍ଡରେ ପଡ଼ି […]

ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣା, ଦୋକାନୀ ଓ ଚିତ୍ରକର ଗିରଫ

ଭୁବନେଶ୍ୱର, ୩ /୩ : ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣାରେ କମିସନରେଟ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ […]

ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ

ଭୁବନେଶ୍ୱର, ୩/୩ : ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ଆଜି କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇପାରନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ। […]

ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ…

ଭୁବନେଶ୍ୱର, ୩/୩ : ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ। ଜଣେ ବିଦେଶିନୀ ତାଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ଟାଟୁ ଆଙ୍କିଥିବା ଭୁବନେଶ୍ବର ରକି ଟାଟୋଜ୍ ବିରୋଧରେ […]

ଓଡ଼ିଆ ଅସ୍ମିତାକୁ ଜଗୁଛି ତାମିଲି ସନ୍ନ୍ୟାସୀ

ଭୁବନେଶ୍ବର, ୨/୩ : ଜୁନ୍ ୯ ତାରିଖ ହଠାତ୍ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଲା । ସେଥିରେ ଆରପଟୁ ଆସିଥିଲା ଭି.କେ ପାଣ୍ଡିଆନ୍ଙ୍କ ବାର୍ତ୍ତା – ମୁଁ ବିଜେଡିରୁ ଅବସର ନେଉଛି । […]

ଭକ୍ତଙ୍କ ନାରୀ ସୁରକ୍ଷା ପ୍ରସଙ୍ଗକକୁ ସୋସିଆଲ୍ ମିଡ଼ିଆରେ କଟାକ୍ଷ

ଭୁବନେଶ୍ବର,୧/୩ : ଶନିବାର ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ବିଶାଳ ପ୍ରଦର୍ଶନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ […]

ସହଦେବ ନାୟକ ହତ୍ୟା ମାମଲା ; ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗିରଫ

ଭୁବନେଶ୍ବର, ୧/୩ : ଢେଗା ଓରଫ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ନୟଗାଡ଼ ଜିଲ୍ଲାର ସୁଶାନ୍ତ ନାୟକ(୩୮) । ମଞ୍ଚେଶ୍ଵର ଥାନା ପୁଲିସ […]