ଭୁବନେଶ୍ବର, ୧୫/୪ : ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ […]
Category: ଓଡିଶା
୧୮ ଜିଲ୍ଲାକୁ ମିଳିଲା ବିଜେଡି ଜିଲ୍ଲା ସଭାପତି
ଭୁବନେଶ୍ବର,୧୫/୪ : ବିଜେଡିର ୧୮ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ । ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ଯୋଗୁ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତିନି ଦିନ ଯାଏ ଅର୍ଥାତ […]
କ୍ଷମା ମାଗ, ନଚେତ୍ ନବୀନ ନିବାସ ଘେରିବୁ : ଭକ୍ତ
ଭୁବନେଶ୍ୱର,୧୪/୪ : ବିଜେଡି ପକ୍ଷରୁ ପଣ୍ଡିତ ଜବାହର ଲାଲ୍ ନେହେରୁଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ତୁଳନା କରାଯିବାକୁ ନେଇ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ […]
ନବୀନଙ୍କୁ ରାଜା ସ୍ଵାଇଁଙ୍କ ଚିଠି
ଭୁବନେଶ୍ଵର, ୧୪/୪ : ବିଜେଡିର ପିଛା ଛାଡ଼ୁନି ବିବାଦ। ସାଙ୍ଗଠନିକ ନିର୍ବାଚନ ଭିତ୍ତିରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସଙ୍ଗଠନରେ ସଂରକ୍ଷଣ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଲେ […]
ଭକ୍ତ ଦାସ ପିସିସି ଦାୟିତ୍ଵ ନେବା ପରେ କଂଗ୍ରେସରେ ପ୍ରଥମ ମହା ମିଶ୍ରଣ ପର୍ବ
ଭୁବନେଶ୍ୱର,୧୪/୪ : ଗୁଣୁପୁର ବିଧାନସଭା କ୍ଷେତ୍ରରୁ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ହେଲେ ସାମିଲ। ଓଡ଼ିଆ ନବବର୍ଷ ତଥା ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ଭବନରେ […]
ବିଏମସି ମେୟରଙ୍କ ଟାର୍ଗେଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର,୧୩/୪ : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିବାକୁ ନେଇ ସାଂସଦଙ୍କୁ ସମାଲୋଚନା କରିଛନ୍ତି […]
ପ୍ରଣବଙ୍କ ଉପରେ ଆକ୍ରମଣ : ନବୀନଙ୍କ ନିନ୍ଦା
ଭୁବନେଶ୍ୱର,୧୩/୪ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ […]
ପାଣ୍ଡିଆନ ହିଁ ଟିକେଟ୍ ବାଣ୍ଟନ୍ତି : ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ବର, ୧୨/୪ : ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍ଗାର । ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ । ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ […]
ଅହଂ ଭାବ ପାଇଁ ନବୀନ ଘରେ ବସିଲେ : ନଡ୍ଡା
କଟକ,୧୧/୪ : କଟକ ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି । ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ ଦେଇଛନ୍ତି । ତାଙ୍କ ସମ୍ବୋଧନରେ କହିଛନ୍ତି ‘ଆୟୁଷ୍ମାନ ଭାରତ’ […]
ଜବାହରଲାଲ ନେହେରୁଙ୍କ ସହ ସମାନ ପାଣ୍ଡିଆନ : ସଂତୃପ୍ତ ମିଶ୍ର
ଭୁବନେଶ୍ୱର,୧୧/୪ : ଜବାହରଲାଲ ନେହେରୁଙ୍କ ସହ ଭି.କେ ପାଣ୍ଡିଆନଙ୍କୁ ତୁଳନା କଲେ ବିଜେଡି ନେତା । ବିଜେଡି ନେତା ସଂତୃପ୍ତ ମିଶ୍ର କହିଥିଲେ‘ନେହେରୁ’ଙ୍କ ଭଳି ଓଡ଼ିଶା ରାଜନୀତିରେ ‘ପାଣ୍ଡିଆନ’। “ପାଣ୍ଡିଆନ ନିଜେ ଜାଣିନଥିବେ ତାଙ୍କ […]
