ଭୁବନେଶ୍ବର,୧୧/୪ : ରାଜ୍ୟରେ ବିଜେପି ସରକାରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜୁ ଜନତା ଦଳ। ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବିଜେଡି। […]
Category: ଓଡିଶା
ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ହେଉଛି ସାମାଜିକ ଓ ଆର୍ଥିକ ପ୍ରଗତିର ମୂଳଭିତ୍ତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧/୪ : ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ […]
ଆଇଏଏସ ସ୍ତରରେ ବଦଳି ଓ ପଦୋନ୍ନତି
ଭୁବନେଶ୍ୱର,୧୦/୪ : ଗୁରୁବାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦବଦଳ ଦେଖିବାକୁ ମିଳିଛି । ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର । ୨୮ ଜଣ ଆଇଏଏସଙ୍କ ପଦୋନ୍ନତି ଓ ନିଯୁକ୍ତି ନେଇ ବିଜ୍ଞପ୍ତି […]
ମିଛ କହୁଛନ୍ତି ନବୀନ : ପ୍ରଭାତ
ଭୁବନେଶ୍ବର, ୧୦/୪ : ନବୀନ ବାବୁଙ୍କ ମୁହଁରେ ମହା ମିଛ କୁହାଯାଉଛି । ମୁଁ ଦଳରେ ନାହିଁ କହିବା ମହା ମିଥ୍ୟା ବୋଲି ପ୍ରେସମିଟ୍ରେ କହିଲେ ପ୍ରଭାତ ତ୍ରିପାଠୀ । ଓ୍ୱାକଫ ପ୍ରସଙ୍ଗ ଲୁଚାଇବାକୁ […]
ନବୀନଙ୍କୁ ଭୁଲା ରୋଗ ! ବିଜେଡିରେ ଥିବା ନେତାଙ୍କୁ କହୁଛନ୍ତି ବିଜେଡିର ସଦସ୍ୟ ନୁହନ୍ତି
ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡିରେ ଦେଖାଦେଇଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ମାତ୍ର ଏହା ଏବେ ଅଡ଼ୁଆ ପରିସ୍ଥିତି ଦେଖାଦେଇଛି । ସେ କହିଛନ୍ତି , […]
ବିବାଦ ପରେ ମୁହଁ ଖୋଲିଲେ ନବୀନ
ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ “ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ […]
ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି : ସାଂସଦ ଶୁଭାଶିଷ ଖୁଣ୍ଟିଆ
ଭୁବନେଶ୍ବର,୭/୪ : ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ସତ ହୋଇଛି । ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କର କୌଣସି ଭୂମିକା […]
ପାଣ୍ଡିଆନ୍ ଗୋ ବ୍ୟାକ୍ !
ଭୁବନେଶ୍ବର,୭/୪: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସୋମବାର ପୂର୍ବାହ୍ନରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ମୁସଲିମ୍ ପ୍ରତିନିଧିମାନଙ୍କର ଏକ […]
ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ନବୀନ
ଭୁବନେଶ୍ୱର,୭/୪ : ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଆଜି ତାଙ୍କର ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୱକଫ୍ ବିଲ୍ ଉପରେ ବିଜେଡିର ଦ୍ୱନ୍ଦକୁ ନେଇ ରାଜନୈତିକ ହଟଚମଟ […]
ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ସାଂସଦ ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ
ଭୁବନେଶ୍ବର,୭/୪ : ବର୍ତ୍ତମାନ ଭି କେ ପାଣ୍ଡିଆନଙ୍କ ବିରୋଧରେ ଏକ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଆଜି ନବୀନ ନିବାସରେ ବିଜେଡି କର୍ମିମାନେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ବୋଲି ସ୍ଲୋଗାନ ଦେଇଥିଲେ। ତା […]
