ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ, ସୋସିଆଲ ମିଡ଼ିଆରେ ଭାଇରାଲ

ଭୁବନେଶ୍ବର, ୨୭/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକଥା ଆମେ କହୁନୁ ବରଂ ଏଭଳି ଏକ ପୋଷ୍ଟର ଏବେ ସୋସିଆଲ ମିଡ଼ିଆରେ […]

ରାମ ମନ୍ଦିର ପାଖରୁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର,୨୬/୩ : କଂଗ୍ରେସ ଆରମ୍ଭ କଲା ପଦଯାତ୍ରା । ରାମମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।ପଦଯାତ୍ରାରେ […]

କଂଗ୍ରେସର ବିଧାନସଭା ଘେରାଉ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର, ୨୬/୩ : ଆସନ୍ତାକାଲି ବିଧାନଭସା ଘେରିବ କଂଗ୍ରେସ । ଏ ନେଇ ବିଧାନସଭା ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି ପୋଲିସ । ଅପ୍ରିତିକର ପରିସ୍ଥିତି ଏଡ଼ାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ […]

ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଲେ କଂଗ୍ରେସର ନିଲମ୍ବିତ ବିଧାୟକ

ଭୁ‌ବନେଶ୍ବର,୨୬/୩ : ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକମାନେ ଏକ ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଥିବା ନଜର ଆସିଛନ୍ତି । ଆଜି ସନ୍ଧ୍ୟା ୬ଟା ୪୫ମିନିଟରେ ମେ ଫେୟାର […]

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ : ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର,୨୬/୩ : ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ […]

ବିଧାନସଭା ସମ୍ମୁଖରେ କଂଗ୍ରେସ କର୍ମୀ ପୋଲିସ ମୁଁହାମୁହିଁ

ଭୁବନେଶ୍ୱର, ୨୫/୩ : ଓଡିଶା ବିଧାନସଭାରେ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ […]

ନିର୍ବାଚନ ଲଢିବେନି ନିରଞ୍ଜନ

ଭୁବନେଶ୍ବର,୨୫/୩ : ବିଧାୟକ ଭାବେ ଆଉ ନିର୍ବାଚନ ଲଢ଼ିବିନି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତି ଛାଡ଼ିବିନି । ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। […]

ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ

ଭୁବନେଶ୍ବର,,୨୫/୩ : ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦଳର ମୋଟ ୧୪ […]

ତାମିଲ ସନ୍ନ୍ୟାସୀଙ୍କ ସୋସିଆଲ ମିଡ଼ିଆ ଭୁଲିଲା ଓଡ଼ିଶା ବନାନ

ଭୁବନେଶ୍ବର,୨୫/୩ : ପ୍ରତ୍ୟେକ ଦିନ ଓଡ଼ିଶା ସରକାରଙ୍କୁ ଟ୍ରୋଲ କରୁଥିବା ପେଜ୍ ଆଜି ଭୁଲିଲା ଓଡ଼ିଶା ବନାନ । ଏହା ଆମେ କହୁନୁ ବରଂ ସେହି ପେଜରେ ପୋଷ୍ଟ ହୋଇଥିବା ଏକ ଫଟୋରୁ ଏହା […]

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ୱର,୨୫/୩: ଓଡିଶା ସରକାର ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଆରମ୍ଭ କରିବେ, ଯାହା ରାଜ୍ୟର ସମସ୍ତ ରୁଟରେ ଚଳାଚଳ କରିବ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି […]