ମୋଇରଙ୍ଗ:୨୨/୧ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ମଣିପୁରର ମୋଇରଙ୍ଗଠାରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଓଡ଼ିଆ ପୁଅ ସତ୍ୟ ସୂତାର। ଏହା […]
Category: ଭାରତ
ପ୍ରୟାଗରାଜରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୧୮ଟି ଟେଣ୍ଟ
ନୂଆଦିଲ୍ଲୀ, ୧୯/୧ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମହାକୁମ୍ଭ ଟେଣ୍ଟ ସିଟିର ସେକ୍ଟର ୧୯ରେ ଏହି ଅଗ୍ନିକାଣ୍ଡ ଘଟିଛି। […]
ଖାଇକୁ ଖସିଲା ସେନା ଗାଡି; ୪ ଯବାନ ଶହୀଦ୍, ୨ ଗୁରୁତର
ଶ୍ରୀନଗର,୪/୧ : ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି । ଏକ ସେନା ଗାଡି ଖାଇକୁ ଖସି ଏହି ଦୁର୍ଘଟଣା ଘଟିଛି। ଅନ୍ୟ ଦୁଇଜଣ […]
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ
ନୂଆଦିଲ୍ଲୀ, ୨୬/୧୨ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହଙ୍କ ପରଲୋକ। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହଙ୍କ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ […]
ଜେପିସିରେ ୩୧ ସାଂସଦଙ୍କ ମଧ୍ୟରେ ଓଡ଼ିଶାରୁ ଭର୍ତ୍ତୃ ହରି ଓ ସମ୍ବିତ
ନୂଆଦିଲ୍ଲୀ, ୧୮/୧୨ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ସଂସଦର ଯୁଗ୍ମ କମିଟି ବା ଜେପିସିକୁ ଯାଇଛି। ସେଠାରେ ବିଲ ଉପରେ ତର୍ଜମା କରାଯିବ। ଏହାପରେ ଏହି ସମ୍ବିଧାନ ସଂଶୋଧନ ବିଲ ପୁଣି […]
ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଶାହଙ୍କୁ ମହଙ୍ଗା ପଡ଼ିଲା, କଂଗ୍ରେସର ଇସ୍ତଫା ଦାବି
ନୂଆଦିଲ୍ଲୀ, ୧୮/୧୨ : ସମ୍ବିଧାନର ପିତା ବି.ଆର. ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କଂଗ୍ରେସ ମନ୍ତ୍ରିମଣ୍ଡଳରୁ ଶାହଙ୍କ ବହିଷ୍କାର ଦାବି […]
ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର
ମୁମ୍ବାଇ, ୫/୧୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ଫଡନାବିସଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି […]
ଝାଡ଼ଖଣ୍ଡକୁ ମିଳିଲା ନୂଆ ସରକାର, ପୁଣି ଶପଥ ନେଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ, ୨୮/୧୧ : ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ […]
ଗୁଗୁଲ୍ ମ୍ୟାପ୍ ଦେଖି ପୋଲ ତଳକୁ ଖସିଲା ଗାଡ଼ି, ୩ ମୃତ
ନୂଆଦିଲ୍ଲୀ, ୨୫/୧୧ : ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ […]
ଆଜିଠୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୨୫/୧୧ : ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। […]
