ଏକାମ୍ର ମିଡ଼ିଆର ଦୁଇଟି ଚ୍ୟାନେଲର ଲୋକାର୍ପଣ ଏବଂ ଦୁଇଟି ଚଳଚ୍ଚିତ୍ରର ନାମ ଘୋଷଣା

ଭୁବନେଶ୍ବର, ୪/୧୧ : ପ୍ରାୟ ୨୫ ବର୍ଷ ପୂର୍ବରୁ ଗଢିଉଠିଥିବା ଚ୍ୟାନେଲ ଏକାମ୍ର ମିଡ଼ିଆ ଦ୍ୱାରା ଦୁଇଟି ଚ୍ୟାନେଲ ଜୀବନ ଟିଭି ଏବଂ ରଙ୍ଗ ରଙ୍ଗୋଲି ଲୋକାର୍ପଣ ହୋଇଛି । ଯାହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ, […]

ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ ବିବାହ ପ୍ରତିଶ୍ରୁତିରୁ ଓହରିଯିବା

ନୂଆଦିଲ୍ଲୀ, ୪/୧୧ : ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୬ ଅର୍ଥରେ […]

ସହଯୋଗୀ ଟିଡିପିକୁ ଛାଡ଼ିଲେନି ପବନ କଲ୍ୟାଣ,କହିଲେ ଏଭଳି କିଛି

ନୂଆଦିଲ୍ଲୀ, ୪/୧୧ : ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ପବନ କଲ୍ୟାଣ ନିଜ ସହଯୋଗୀ ତଥା ମିଳିତ ଭାବେ ସରକାର ଗଠନ କରିଥିବା ଟିଡିପିର ଜଣେ ମନ୍ତ୍ରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆନ୍ଧ୍ରରେ […]

କଂଗ୍ରେସରେ ନେତୃତ୍ବ ସଂକଟ, କିଏ ହେବ ମଙ୍ଗୁଆଳ ଛିଣ୍ଡୁନି ଅଙ୍କ

ଭୁବନେଶ୍ବର,୪/୧୧ : କଂଗ୍ରେସର ମଙ୍ଗୁଆଳ କିଏ ହେବ ଛିଣ୍ଡୁନି ଅଙ୍କ । ଦିନକୁ ଦିନ ବଢିବାରେ ଲାଗି ସସ୍ପେନ୍ସ । କାହା ହାତରେ ରହିବ ମଙ୍ଗ କିଏ ହେବ ମୁଖିଆ ତାକୁ ନେଇ ଚାଲିଛି […]

ପରାମର୍ଶ ଦେବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିଅନ୍ତି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨/୧୧ : ଜନ ସୂରଜ ଦଳର ସଂଯୋଜକ ପ୍ରଶାନ୍ତ କିଶୋରଙ୍କୁ ଜଣେ ଭଲ ରଣନୀତିଜ୍ଞ ଭାବରେ ସମସ୍ତ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା […]

କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨/୧୧ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ବି ସେ ରାଜ୍ୟର ୫-୫ ଥର କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଥିସହ […]

“ହାଫ୍ ଲଭ୍ ଷ୍ଟୋରୀ” ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ, ୧୫ ନଭେମ୍ବରରେ ମୁକ୍ତିଲାଭ

ଭୁବନେଶ୍ବର, ୧/୧୧ : ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ “ହାଫ୍ ଲଭ୍ ଷ୍ଟୋରୀ” ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି l ଶୀତଲ ହୋଟେଲର ଏକ ବର୍ଣ୍ଣାଢ୍ୟ ପରିବେଶରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, […]

ଦଳ ଛାଡ଼ିବା ପରେ ବିଜେଡି ଭିତିରି କଥା ପଦାକୁ ଆଣୁଛନ୍ତି, ଖୋଲାଖୋଲି କହୁଛନ୍ତି ଗୁମର କଥା

ଭୁବନେଶ୍ବର, ୩୦/୧୦ : ଦଳ ଛାଡ଼ିବା ପରେ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ ପଦାକୁ ଆସୁଛି । ଏ ସବୁ ଆଜିର ନୁହେଁ ବରଂ କିଛି ଦିନ ହେବ ଏଭଳି ବିଷୋଦାଗାର ଚାଲିଛି । […]

ଟିକେଟ ମିଳିଲାନି, କାନ୍ଦିବା ପରେ ନିଖୋଜ ହୋଇଗଲେ ବିଧାୟକ

ନୂଆଦିଲ୍ଲୀ, ୨୯/୧୦ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହେଉଛି । ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ […]

ଝାଡ଼ଖଣ୍ଡ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନି, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ, ୨୯/୧୦ : ନିର୍ବାଚନରେ ମୈଦାନରେ ମହେନ୍ଦ୍ର ସିଂ ଧୋନି । ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ମିଳିବ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ […]