ଭୁବନେଶ୍ବର, ୨୦/୨ : କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । କିଟ୍ କେଳେଙ୍କାରୀ ଏବେ ପଦାକୁ ଆସିବାରେ ଲାଗିଛି । ପୁଳା ପୁଳା ଟଙ୍କା […]
Category: ଓଡିଶା
ରାଜ୍ୟ କଂଗ୍ରେସକୁ ‘ଭକ୍ତ’ ଭରସା
ଭୁବନେଶ୍ବର, ୧୩/୨ : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ସଭାପତି ଘୋଷଣା କରିଛି ରାଜ୍ୟ କଂଗ୍ରେସ । ଗତ ୮ ମାସ ହେବ ମୁଖିଆ ଶୂନ୍ୟ ହୋଇ ପଡ଼ିଥିବା ରାଜ୍ୟ କଂଗ୍ରେସକୁ […]
ପାଣ୍ଡିଆନଙ୍କ ହାତରେ ରହିଛି କି ନବୀନଙ୍କ ଚାବୁକ ?
ଭୁବନେଶ୍ବର, ୩୦/୧ : ୨୪ବର୍ଷର ଶାସନ ନିମିଷକେ ଶେଷ ହୋଇଗଲା । ଶାସକରୁ ବିରୋଧି ଦଳ ବିଜେଡି । ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ମାତ୍ର ନିର୍ବାଚନର କିଛି […]
ଜାନୁଆରୀ ୩୧ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପରେ ମୟୁରଭଞ୍ଜ ଉତ୍ସବ
ଭୁବନେଶ୍ବର, ୩0/୧ : ଆଗାମୀ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଐତିହାସିକ ମୟୁରଭଞ୍ଜ ଉତ୍ସବ ସ୍ଥାନୀୟ ମୟୁରଭଞ୍ଜ ସାଂସ୍କୃତିକ ସଂସଦ ଦ୍ୱାରା […]
କଂଗ୍ରେସ କେବେ ବାଛିବ ମଙ୍ଗୁଆଳ ?
ଭୁବନେଶ୍ବର, ୨୯/୧ : ୭ ମାସ ବିତିଗଲାଣି । ମଙ୍ଗୁଆଳଙ୍କ ନାଁରେ ମୋହର ବାଜିପାରୁନି। କଂଗ୍ରେସର ଲବି ପଲିଟିକ୍ସ ସଭାପତି ଚୟନକୁ ବିଳମ୍ବିତ କରୁଥିବାବେଳେ ତୃଣମୂଳସ୍ତରରେ କର୍ମୀ ନିରାଶ ହୋଇ କଂଗ୍ରେସର ହାତ ଛାଡୁଛନ୍ତି। […]
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ମୃତ୍ୟୁ
ଅନୁଗୋଳ,୨୬/୧ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ଣରେ OSRTC ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍ର ଜଣେ […]
କଡ଼ ଲେଉଟାଉଛି କି ରାଜ୍ଯ କଂଗ୍ରେସ ରାଜନୀତି ?
ଭୁବନେଶ୍ବର, ୨୧/୧ : ନିର୍ବାଚନ ପରେ ଖାଲି ପଡ଼ିଛି ମୁଖିଆ ପଦବୀ । କେବେ ସୁଧୁରିବ କଂଗ୍ରେସ ସ୍ଥିତି । ଯେତିକି ଦିନ ଗଡ଼ୁଛି କିଏ ହେବ ମୁଖିଆ ତାକୁ ନେଇ ଚାଲିଛି ସସପେନ୍ସ। […]
ସହରାଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୯/୧ : ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ […]
ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ହେବ !
ଭୁବନେଶ୍ବର,୧୬/୧ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଲୋଡିଥିବା ଏହି ପ୍ରସ୍ତାବ ଉଦୟପୁରରେ ଏକ […]
ଖଣ୍ଡଗିରିକୁ ମନା ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ
ଭୁବନେଶ୍ବର, ୧୪/୧ : ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ । ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି ଥାନାରେ ପୋଲିସ […]
