ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି

ଭୁବନେଶ୍ବର, ୨୫/୧୨ : ଚର୍ଚ୍ଚାରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବା […]

ହରିବାବୁ କମ୍ଭମପତିିି ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର,୨୪/୧୨ : ବଦଳିଲେ ଓଡ଼ିଶାର ରାଜ୍ୟପାଳ। ଡକ୍ଟର ହରିବାବୁ କମ୍ଭମପତିିି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ରଘୁବର ଦାସଙ୍କ ଇସ୍ତଫା ପରେ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛି। ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର […]

ପାର୍ସଲ ବୋମା ମାମଲା: ସାକ୍ଷୀ ଦେବେ ଅରୁଣ ବୋଥ୍ରା !

ଭୁବନେଶ୍ୱର, ୨୩/ ୧୨ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା। ଆଜି ପାଟଣାଗଡ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ରହିଛି। ତେବେ ଏହି ମାମଲାରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି […]

ନବୀନ ପଟ୍ଟନାୟକ ବାୟୋଗ୍ରାଫି- ନବୀନ – ପାଣ୍ଡିଆନ ସମ୍ପର୍କ -୨୦୨୪ନିର୍ବାଚନ

ଭୁବନେଶ୍ବର, ୨୨/୧୨ : ପୁଣି ଓଡ଼ିଶାରେ ପାଣ୍ଡିଆନ ଝଡ଼ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହି ନବୀନ ପଟ୍ଟନାୟକ ବାୟୋଗ୍ରାଫି ଉଦଘାଟନ ଅବସରରେ ଏହି ଝଡ଼ ସୃଷ୍ଟି ହୋଇଛି । ବାୟୋଗ୍ରାଫିରେ କ’ଣ […]

ରାଜ୍ୟ କଂଗ୍ରେସ : ନେତା ପ୍ରବଳ- କଥା ପ୍ରବଳ- କାମ ଦୁର୍ବଳ

ଭୁବନେଶ୍ବର, ୨୧/୧୨ : ରାଜ୍ୟ କଂଗ୍ରେସରେ ଏବେ ଚାଲିଛି କ’ଣ ? ଏହାକୁ ନେଇ କର୍ମୀ ତ କର୍ମୀ ସାଧାରଣରେ ଏବେ ଆଲୋଚନା ହେଲାଣି । ଓଡ଼ିଶାରେ କଂଗ୍ରେସରେ ସ୍ଥିତି କ’ଣ । ଏବେ […]

କିଏ ହେବେ ରାଜ୍ୟ ବିଜେପି ସଭାପତି : ରେସରେ ମନମୋହନ- ଗୋଲକ- ବିଶେଶ୍ୱର

ଭୁବନେଶ୍ବର, ୧୯/୧୨ : ଜାନୁଆରୀ ମାସରେ ଓଡ଼ିଶା ବିଜେପିକୁ ନୂଆ ନେତୃତ୍ୱ ମିଳିବ ବୋଲି କେନ୍ଦ୍ରୀୟ ନେତାମାନେ ଘୋଷଣା କରିବା ପରେ କିଏ ରାଜ୍ୟ ସଭାପତି ହେବେ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି […]

କାହା ଛତ୍ରଛାୟାରେ ଭି.କେ ପାଣ୍ଡିଆନ ?

ଭୁବନେଶ୍ବର, ୨0/୧୨ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଓ ବିଜେଡ଼ିର କ୍ଷମତାକେନ୍ଦ୍ର ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକରେ କ’ଣ ଆଲୋଚନା ହେଲା ତାହା କାହାକୁ ଜଣା […]

ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ପରିଚିତ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୧୨ : ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ […]

ଅଦାନୀଙ୍କ ପୁଅ ବିବାହ ଉତ୍ସବରେ ଯୋଗଦେବା ପରେ ପୁଣି ବିଜେଡିରେ ପାଣ୍ଡିଆନ ଝଡ଼, ଧର୍ମକୁ ଆଖିଠାର ସନ୍ନ୍ୟାସ !

ଭୁବନେଶ୍ବର, ୧୨/୧୨ : କିଛି ଦିନର ନିରବତା ପରେ ପୁଣି ପାଣ୍ଡିଆନ ଝଡ଼ । ଏହା ଏବେ ଦଳ ଭିତରୁ ଆସିଛି । ଦଳୀୟ ନେତା ଏବେ ଟୁପୁରୁଟାପୁରୁ ହେବାକୁ ଲାଗିଛନ୍ତି । ଶିଳ୍ପପତି […]

ମହଙ୍ଗା ପଡ଼ିଲା ନବୀନଙ୍କ ସ୍କୁଟି !

ଭୁବନେଶ୍ବର,୧୦/୧୨ : ୨୦୨୩ ଅକ୍ଟୋବର ୧୧ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଥିଲେ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଥିଲା ଗାଡି ବ୍ୟବସ୍ଥା । ୧୫ […]