ନୂଆଦିଲ୍ଲୀ, ୨୪/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ନଭେମ୍ବର […]
Category: ଭାରତ
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିଲ, ବିଜେପି କୋଠା ଉପରେ କବଜା କରୁଥିବା ଆସିଲା ଅଭିଯୋଗ
ନୂଆଦିଲ୍ଲୀ,୯/୧୦ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିବାଦୀୟ ସରକାରୀ ବଙ୍ଗଳା ପୁଣି ବିବାଦ ଘେରରେ । କେଜରିୱାଲଙ୍କ ସେହି ବଙ୍ଗଳାରେ ଆତିଶୀଙ୍କ ଅଧିକାର ଉପରେ ପ୍ରଶ୍ନବାଚୀ ଠିଆ କରିବା ବେଳେ ଏଲଜିି […]
ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ରତନ ଟାଟା
ମୁମ୍ବାଇ,୯/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ଏନେଇ ଖବର ସରବରାହ ସଂସ୍ଥା ରିଉଟର୍ସ ରିପୋର୍ଟ କରିଛି। ପୂର୍ବରୁ ସୋମବାର ମଧ୍ୟ ଖବର ଆସିଥିଲା ଯେ, […]
ହରିୟାଣାରେ ବିଜେପିର ଐତିହାସିକ ହ୍ୟାଟ୍ରିକ
ନୂଆଦିଲ୍ଲୀ, ୮/୧୦ : ଫେଲ ମାରିଲା ଏକଜିଟ ପୋଲ୍ ତଥ୍ୟ । ଏକା ବିଜେପି କରିଥିବା ଆକଳନ ଶେଷରେ ସତ ପ୍ରମାଣିତ ହୋଇଛି। ଜୋରଦାର ସରକାରୀ ବିରୋଧୀ ଆହ୍ୱା ସତ୍ତ୍ୱେ ହରିୟାଣାରେ ବିଜେପି ହାସଲ […]
କେନ୍ଦ୍ରକୁ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନୂଆଦିଲ୍ଲୀ, ୧୦/୭ : ଆଜି ଦିଲ୍ଲୀରେ ବସିଥିଲା ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ବୈଠକରେ ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ […]
ଚେନ୍ନାଇରେ ବାୟୁସେନା ସୋ ବେଳେ ଅଘଟଣ, ଅଂଶୁଘାତ ଓ ଦଳାଚକଟା ଯୋଗୁଁ ୫ ମୃତ, ୨୫୦ ଆହତ
ଚେନ୍ନାଇ, ୬ /୧0 : ରବିବାର ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ’ ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ […]
ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ
ନୂଆଦିଲ୍ଲୀ, ୫/୧୦ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ […]
କ୍ଲାଉଡିଆ ହେଲେ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି
ନୂଆଦିଲ୍ଲୀ,୩/୧୦: ଆମେରିକୀୟ ମହାଦେଶର ଏକ ଦେଶ ମେକ୍ସିକୋ ଏବେ ଜଣେ ନୂଆ ରାଷ୍ଟ୍ରପତି ପାଇଛି। ରାଜଧାନୀ ମେକ୍ସିକୋ ସିଟିରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ କ୍ଲାଉଡିଆ ଶେନବାମ ପାରଡୋ ଶପଥ ଗ୍ରହଣ କରିଥିଲେ। […]
ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା
ନୂଆଦିଲ୍ଲୀ,୩/୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି […]
ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…
ନୂଆଦିଲ୍ଲୀ, ୩/୧୦ : ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ ଏପରି କିଛି ସ୍ଥାନ […]
