ମିଆଁମାର ଭୂମିକମ୍ପ: ୫୯ମୃତ

ନୂଆଦିଲ୍ଲୀ,୨୮/୩ : ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ । ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆମେରିକାର ଭୂତତ୍ତ୍ୱ […]

ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୮/୩ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି ସରକାର । ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର […]

“କଂଗ୍ରେସର ବିକ୍ଷୋଭ ବେଳେ, ଆକ୍ରମଣ କରିଥିବା ଲୋକ କଂଗ୍ରେସ ଦଳର ନୁହଁନ୍ତି” : ଭକ୍ତ ଚରଣ ଦାସ

ଭୁବନେଶ୍ୱର, ୨୭/୩ : ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଦେଖାଦେଇଥିଲା ଘମାଘୋଟ ଯୁଦ୍ଧ। ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଫାଇଟ୍। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସର ଲାଠିମାଡ଼। ସେପଟେ ପୋଲିସ ଉପରକୁ […]

ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ

ନୂଆଦିଲ୍ଲୀ,୨୭/୩ : ଦେଶରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର ଭାରତରେ ଦିନ ତାପମାତ୍ରା ୩୫ରୁ ୪୦ ଡିଗ୍ରୀରେ ପହଂଚିଲାଣି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଗ୍ରୀଷ୍ମ ପ୍ରକୋପ ଆହୁରି […]

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ, ସୋସିଆଲ ମିଡ଼ିଆରେ ଭାଇରାଲ

ଭୁବନେଶ୍ବର, ୨୭/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକଥା ଆମେ କହୁନୁ ବରଂ ଏଭଳି ଏକ ପୋଷ୍ଟର ଏବେ ସୋସିଆଲ ମିଡ଼ିଆରେ […]

ରାମ ମନ୍ଦିର ପାଖରୁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର,୨୬/୩ : କଂଗ୍ରେସ ଆରମ୍ଭ କଲା ପଦଯାତ୍ରା । ରାମମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।ପଦଯାତ୍ରାରେ […]

ATMରୁ କ୍ୟାଶ ଉଠାଇବା ହେବ ମହଙ୍ଗା

ନୂଆଦିଲ୍ଲୀ, ୨୬/୩ : ଏଟିଏମରୁ କ୍ୟାସ ଉଠାଇବା ହେବ ମହଙ୍ଗା । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ […]

କଂଗ୍ରେସର ବିଧାନସଭା ଘେରାଉ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର, ୨୬/୩ : ଆସନ୍ତାକାଲି ବିଧାନଭସା ଘେରିବ କଂଗ୍ରେସ । ଏ ନେଇ ବିଧାନସଭା ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି ପୋଲିସ । ଅପ୍ରିତିକର ପରିସ୍ଥିତି ଏଡ଼ାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ […]

ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଲେ କଂଗ୍ରେସର ନିଲମ୍ବିତ ବିଧାୟକ

ଭୁ‌ବନେଶ୍ବର,୨୬/୩ : ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକମାନେ ଏକ ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଥିବା ନଜର ଆସିଛନ୍ତି । ଆଜି ସନ୍ଧ୍ୟା ୬ଟା ୪୫ମିନିଟରେ ମେ ଫେୟାର […]

ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ, ୨୬/୩ : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା […]